Premam (Title Track) [From "Premam"]

ହେଇଥିଲେ ଏମିତି, ହେଇଥାନ୍ତା ସେମିତି
ହେଇଗଲା ଯେମିତି, ସହିହବ କେମିତି?
ହେଲା ବୋଲି ଏମିତି, ହେଇଗଲା ସେମିତି
ସବୁଜାଣି ଯେମିତି, ଖୋଜୁଥାଅ କେମିତି

मधुरं, समंग, प्रेमं त्वमे
सत्यं शिवं त्वं प्रेमं स्व सरस्वती

ହେଲା ବୋଲି ଏମିତି, ହେଇଗଲା ସେମିତି
ଜାଣି, ଶୁଣି ଯେମିତି, ଖୋଜୁ ଆମେ କେମିତି?

ଏ ପବନ, ସେ ସପନ
ତା ଭିତରେ ଲୁଚି ଜୀବନ ଚାଲିଯାଏ ଦୂରେ-ଦୂରେ ଦୂରେ-ଦୂରେ
ଏ କାହାଣୀ, ସେ ଚାହାଣି
ସେ କାହିଁକି ତତେ ଆଜି ଝୁରେ?

महकं, जानम, प्रेमं त्वमे ମନସୁସୁରେ
तुम प्रेमं स्वरूप की

ହେଲା ବୋଲି ଏମିତି, ହେଇଗଲା ସେମିତି
ଜାଣି ଶୁଣି ଯେମିତି, ଖୋଜୁ ଆମେ କେମିତି?

ଏ ସମୟ, ସେ ହୃଦୟ
ତା ଭିତରେ ମୁହଁ ଲୁଚେଇ ପ୍ରେମ ବୁଲେ ଘରେ, ଘରେ-ଘରେ
ଏ ଦୁନିଆଁ, ସେ କିମିଆଁ
ତୁ ପାଖକୁ ଆସୁ ଧିରେ-ଧିରେ

ହେଇଥିଲେ ଏମିତି, ହେଇଥାନ୍ତା ସେମିତି
ହେଇଗଲା ଯେମିତି, ସହିହବ କେମିତି?



Credits
Writer(s): Dibyajeet Sahoo, Gaurav Anand
Lyrics powered by www.musixmatch.com

Link