Champa Re - Tora Kunch Kunchia Bala 2
ଆଣ୍ଠୁ ଗଣ୍ଠିରେ ଦରଜ୍ ହଉଚି
ଛାତି ପେଟରେ pain ହଉଚି
ᱱᱚᱱᱰᱮ ᱦᱤᱡᱩᱜ ᱯᱮ
ᱡᱚᱦᱟᱨ ᱜᱮ, ᱞᱟᱡ ᱩᱴᱯᱩᱴᱩᱜ ᱠᱟᱱᱟ
ᱛᱤ ᱡᱟᱝᱜᱟ ᱟ.ᱰᱤᱡᱩᱨ ᱦᱟ.ᱥᱩᱠᱟᱱᱟ
ᱮᱴᱟᱜ ᱡᱟᱜᱟᱨᱮ ᱵᱟᱵᱟᱫ ᱠᱟᱱᱟ
ᱯᱚᱠᱮᱴᱨᱮ ᱛᱤ ᱥᱟᱢᱵᱟᱣ ᱠᱟᱛᱮ ᱵᱷᱤᱛᱤᱨ ᱜᱟ.ᱫᱩᱨ ᱠᱟᱱᱟ
ᱦᱤᱡᱩᱜ ᱯᱮ ᱦᱤᱡᱩᱜ ᱯᱮ ᱟᱞᱮ ᱴᱷᱮᱞᱟ ᱜᱟ.ᱰᱤ ᱛᱮ ᱦᱤᱡᱩᱜ ᱯᱮ
ᱢᱮᱻᱴᱟᱝ ᱢᱮᱻᱴᱟᱝ ᱡᱟᱫᱩ ᱢᱚᱞᱚᱢ ᱤᱫᱤᱠᱟᱛᱮ ᱪᱟᱞᱟᱜ ᱛᱟᱵᱚᱱ ᱯᱮ
ସମୟ ସରିଯାଉଚି ଆଜ୍ଞା
ଆସିକି ଯେତେ ଶୀଘ୍ର ପାରିବେ ନେଇ ଯାଆନ୍ତୁ
ଯାଦୁ ହେଇଚି ତ ଯାଦୁରେ ନଗାନ୍ତୁ ଆଜ୍ଞା
ଝାଡ଼ା ହେଇଚି ତ ଝାଡ଼ାରେ ନଗାନ୍ତୁ
ସମୟ ଆଉ ନାହିଁ ଆଜ୍ଞା
ତୋର ବୟସ ଜୁଗୁରୁ ୧୭, ତୁ ବୁଲୁଚୁ କେନେ ହାଟର?
ତୋର ବୟସ ଜୁଗୁରୁ ୧୭, ତୁ ବୁଲୁଚୁ କେନେ ହାଟର?
ତୁ ହାଟରେ ଯଦି ବୁଲିବୁ, ଟିକେ କହୁଣୀ କୁଟା ଖାଇବୁ
ସୁନ୍ଦରୀ ମୁହଁରୁ ହଜିଯିବ ଏ ସୌନ୍ଦର୍ଯ୍ୟ ତୋର
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ତୋର୍ ରୂପ, ତୋର୍ ଢଙ୍ଗକୁ ଦେଖିଦେନେ ମୁଁ ଥରେ
ଛାତି ଭିତରୁ କଲିଜାଟା ମୋର ବାହାରକୁ jump ମାରେ
Heroine ରକମ୍ ମୁଡିମାଡିକି ଚାଲୁଚୁ ଯେତେବେଳେ
Body ଭିତରେ ଅଲଗା ରକମ୍ current ଗୁଟେ ମାରେ
ତୁ ଚାଲୁଚୁ ଝୁଲିଝୁଲିକି
ତୁ ଚାହୁଁଚୁ ବୁଲିବୁଲିକି
ତୋର୍ ନାଗି ମୁଁ ପାଗଲା ହେଲି ବେପାର୍ ଛାଡି ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ତୋର୍ କଥା ଆଉ ବାର୍ତ୍ତା ଏତେ ଫୁଲେଇ-ଫୁଲେଇ ନାଗେ
ଶୁଣିମି ବୋଲି ଅଧା ବାଟରେ ଗମଛା ମେଲେଇ ଜଗେ
ଏ, ଧନ, ସିନ୍ଦୁର ପିନ୍ଧି ମୋର୍ ହାତରୁ କନିଆ ଯେବେ ହବୁ
ସାଙ୍ଗ ହେଇକିରି ଦାନ୍ତିଆ-ମୁହାଁ ହାଟକୁ ଆମେ ଯିବୁ
ତୁ ହସୁଚୁ ଖୁଲାମେଲାରେ
ତୁ ବୁଲୁଚୁ ଠେଲାପେଲାରେ
ହୃଦୟଟା ମୋର ପଞ୍ଜରା ଭିତରେ ଛାଟିପିଟି ହୁଏ ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ଛାତି ପେଟରେ pain ହଉଚି
ᱱᱚᱱᱰᱮ ᱦᱤᱡᱩᱜ ᱯᱮ
ᱡᱚᱦᱟᱨ ᱜᱮ, ᱞᱟᱡ ᱩᱴᱯᱩᱴᱩᱜ ᱠᱟᱱᱟ
ᱛᱤ ᱡᱟᱝᱜᱟ ᱟ.ᱰᱤᱡᱩᱨ ᱦᱟ.ᱥᱩᱠᱟᱱᱟ
ᱮᱴᱟᱜ ᱡᱟᱜᱟᱨᱮ ᱵᱟᱵᱟᱫ ᱠᱟᱱᱟ
ᱯᱚᱠᱮᱴᱨᱮ ᱛᱤ ᱥᱟᱢᱵᱟᱣ ᱠᱟᱛᱮ ᱵᱷᱤᱛᱤᱨ ᱜᱟ.ᱫᱩᱨ ᱠᱟᱱᱟ
ᱦᱤᱡᱩᱜ ᱯᱮ ᱦᱤᱡᱩᱜ ᱯᱮ ᱟᱞᱮ ᱴᱷᱮᱞᱟ ᱜᱟ.ᱰᱤ ᱛᱮ ᱦᱤᱡᱩᱜ ᱯᱮ
ᱢᱮᱻᱴᱟᱝ ᱢᱮᱻᱴᱟᱝ ᱡᱟᱫᱩ ᱢᱚᱞᱚᱢ ᱤᱫᱤᱠᱟᱛᱮ ᱪᱟᱞᱟᱜ ᱛᱟᱵᱚᱱ ᱯᱮ
ସମୟ ସରିଯାଉଚି ଆଜ୍ଞା
ଆସିକି ଯେତେ ଶୀଘ୍ର ପାରିବେ ନେଇ ଯାଆନ୍ତୁ
ଯାଦୁ ହେଇଚି ତ ଯାଦୁରେ ନଗାନ୍ତୁ ଆଜ୍ଞା
ଝାଡ଼ା ହେଇଚି ତ ଝାଡ଼ାରେ ନଗାନ୍ତୁ
ସମୟ ଆଉ ନାହିଁ ଆଜ୍ଞା
ତୋର ବୟସ ଜୁଗୁରୁ ୧୭, ତୁ ବୁଲୁଚୁ କେନେ ହାଟର?
ତୋର ବୟସ ଜୁଗୁରୁ ୧୭, ତୁ ବୁଲୁଚୁ କେନେ ହାଟର?
ତୁ ହାଟରେ ଯଦି ବୁଲିବୁ, ଟିକେ କହୁଣୀ କୁଟା ଖାଇବୁ
ସୁନ୍ଦରୀ ମୁହଁରୁ ହଜିଯିବ ଏ ସୌନ୍ଦର୍ଯ୍ୟ ତୋର
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ତୋର୍ ରୂପ, ତୋର୍ ଢଙ୍ଗକୁ ଦେଖିଦେନେ ମୁଁ ଥରେ
ଛାତି ଭିତରୁ କଲିଜାଟା ମୋର ବାହାରକୁ jump ମାରେ
Heroine ରକମ୍ ମୁଡିମାଡିକି ଚାଲୁଚୁ ଯେତେବେଳେ
Body ଭିତରେ ଅଲଗା ରକମ୍ current ଗୁଟେ ମାରେ
ତୁ ଚାଲୁଚୁ ଝୁଲିଝୁଲିକି
ତୁ ଚାହୁଁଚୁ ବୁଲିବୁଲିକି
ତୋର୍ ନାଗି ମୁଁ ପାଗଲା ହେଲି ବେପାର୍ ଛାଡି ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ତୋର୍ କଥା ଆଉ ବାର୍ତ୍ତା ଏତେ ଫୁଲେଇ-ଫୁଲେଇ ନାଗେ
ଶୁଣିମି ବୋଲି ଅଧା ବାଟରେ ଗମଛା ମେଲେଇ ଜଗେ
ଏ, ଧନ, ସିନ୍ଦୁର ପିନ୍ଧି ମୋର୍ ହାତରୁ କନିଆ ଯେବେ ହବୁ
ସାଙ୍ଗ ହେଇକିରି ଦାନ୍ତିଆ-ମୁହାଁ ହାଟକୁ ଆମେ ଯିବୁ
ତୁ ହସୁଚୁ ଖୁଲାମେଲାରେ
ତୁ ବୁଲୁଚୁ ଠେଲାପେଲାରେ
ହୃଦୟଟା ମୋର ପଞ୍ଜରା ଭିତରେ ଛାଟିପିଟି ହୁଏ ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
ଚମ୍ପା ରେ, ଏ ମୋର୍ ଚମ୍ପା ରେ
ଭିଡ଼ ଭିତରେ କରିଦେବେ ରମ୍ପା-ରମ୍ପି ରେ
Credits
Writer(s): Priti Ranjan Pradhan
Lyrics powered by www.musixmatch.com
Link
Other Album Tracks
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.