Prema

ଶୁନ୍ ମଇନା ତୋ ପାଇଁ slow-motion ରେ
ନାଚୁଛି ମୁଁ ଧିନ୍-ତାକା-ଧିନ୍-ତାକା-ଧିନ୍-ତାକା-ଧିନ୍
ଧିନ୍-ତାକା-ଧିନ୍-ତାକା-ଧିନ୍-ତାକା-ଧିନ୍

ଶୁନ୍ ମଇନା ତୋ ପାଇଁ ଦୁଲୁକୁଛି ମୁଁ
Heart ଖାଲି ଧିନ୍-ତାକା-ଧିନ୍-ତାକା-ଧିନ୍-ତାକା-ଧିନ୍
ଧିନ୍-ତାକା-ଧିନ୍-ତାକା-ଧିନ୍-ତାକା-ଧିନ୍

ମୁଁ ତୋର ରାଜା, ତୁ ମୋର ରାଣୀ
Start ହଉ ରେ ପ୍ରେମ-କାହାଣୀ
ଘୋ-ଘୋ ରାଣୀ, କରିଲୁ ତୁ ଗୁଣି
ଫାସ ବସେଇ ନେବି ଲୋ ଟାଣି

ଆ' ଛିଞ୍ଚିଦେବି ଦେହରେ ପ୍ରେମ ମଧୁର ପାଣି (ପାଣି, ପାଣି)

ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ, ହୋ
ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ
ଛାତି-ଛାତି, ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ

ପ୍ରେମର Geography ଶିଖେଇ ତତେ ଦେବି
ଏକେଲା ଆସିବୁ ତୋର class ମୁଁ ନେବି

ଭାଷଣ ଦେଇ ତୁ, କାହିଁକି ମାରୁ ତେଲ?
ଭାଉ ମୁଁ ଦେବିନି, ବସିଥା ଟାଣି ପାଲ

ଏ ମୋର baby, risk ନେଲେ ନେବି
ଦିନେ ତ ତତେ ନେବି ଉଡେଇ

ତୋ କଥା ଭାବି life ସାରିଦେବି
ଇଶାରା ମୋର ବୁଝୁନୁ କାହିଁ?

ମୋର ନିଛାଟିଆ ମନରେ ଦେଲୁ ଚାନ୍ଦୁଆ ଟାଣି (ଟାଣି, ଟାଣି)

ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ
ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ
ଛାତି-ଛାତି, ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ

ଆଖିରେ ସାହିତ୍ୟ ମତେ ପଢ଼େଇ ଦବୁ
ପରୀକ୍ଷା ଆସିଲେ copy ଯୋଗଉଥିବୁ

ହୋ, ନହକା ଅଣ୍ଟା ତୋ ଲାଗୁଛି rough ଖାତା
ଗାରେଇ ଦେବି ମୁଁ, ଦିନେ ମନେ ରଖିଥା

ଏ ମୋର जानू, କାଇଁ ତୁ କହୁନୁ
ମନରେ ଅଛି ମୋ ପାଇଁ ଯାହା?
Okay କରିଦେଲେ story hit ହବ
ମନ ବାରୁଦରେ ଲଗାନି ନିଆଁ

ପୁଣି ସଂକୀର୍ତ୍ତନ ଚାଲିବ ଯେବେ ହେବୁ ଘରଣୀ (ଘରଣୀ, ଘରଣୀ)

ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ, ହାଏ
ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ
ଛାତି-ଛାତି, ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ



Credits
Writer(s): Nagarjuna
Lyrics powered by www.musixmatch.com

Link