Chaliba Chaliba

ପାଖରେ ଥିଲେ ଉଠଉଥିବ ଦୁହିଙ୍କର selfie
ଦୂରକୁ ଗଲେ ପଠଉଥିବା ପବନରେ पप्पी

ଛାତିରେ ଟଙ୍ଗଉଥିବ, ଟଙ୍ଗଉଥିବ, ମୋତେ ଦିନ ରାତି
ପ୍ରେମରେ ନଥିବ ତାର, ନଥିବ ତାର, ଗୋଟେ ଦିନ ଛୁଟି

ଆଗେ ନିଆଁ ଜାଳିବ ରେ, ବର୍ଷା ଢାଳିବ

ଚଳିବ, ଚଳିବ, ଚଳିକି ଟିକେ ବଳିବ
ହଁ, ଚଳିବ, ଚଳିବ, ଚଳିକି ଦି ହାତେ ବଳିବ

ଦିନରେ ଟିକେ କାନି ଖାଇବ, ରାତିରେ ଯିବ ଲାଖି
ସଵାରୀ ନୁହଁ, ସିଧା ଆସି ଯେ ନେଇଯିବ ଟେକି

ଦିନରେ ପାଗଳ ହେଇ, ପାଗଳ ହେଇ, ପାଉଥିବ କଷ୍ଟ
ରାତିରେ ପାଖରେ ପାଇ, ପାଖରେ ପାଇ, ହେଇଯିବ ନଷ୍ଟ

Romeo ପରି romance ପରେ life ସରିବ

ଚଳିବ, ଚଳିବ, ଚଳିକି ଟିକେ ବଳିବ
ହଁ, ଚଳିବ, ଚଳିବ, ଚଳିକି ଦି ହାତେ ବଳିବ

ଆଖିରୁ ଯିଏ ଛାତିର କଥା ପାରୁଥିବ ପଢି
ପ୍ରେମରେ ଯିଏ पतंग କରି, ଯାଉଥିବ ଉଡ଼ି

ସ୍ୱପ୍ନରେ ବୁଡ଼େଇଦବ, ବୁଡ଼େଇଦବ, ମୋତେ ଦିନ ରାତି
୧୦୦୦ ଜନମ ପାଇଁ, ଜନମ ପାଇଁ, ହବ ଯିଏ ସାଥି

ସବୁ ଲୋକଙ୍କ ଆଗରେ ଯିଏ hug କରିବ

ଚଳିବ, ଚଳିବ, ଚଳିକି ଟିକେ ବଳିବ
ହଁ, ଚଳିବ, ଚଳିବ, ଚଳିକି ଦି ହାତେ ବଳିବ



Credits
Writer(s): Prem Anand
Lyrics powered by www.musixmatch.com

Link