Chhatita Ragadi Dela

Smart-city ଝିଅଟା ଆସି ପିଟି ହେଲା ରେ
Metro-ମାର୍କା ମନଟା ମୋର ପଟିଗଲା ରେ
ହୋଇ, Smart-city ଝିଅଟା ଆସି ପିଟି ହେଲା ରେ
Metro-ମାର୍କା ମନଟା ମୋର ପଟିଗଲା ରେ

ଆଖିରେ ଆଖି ବାଡ଼େଇ ଦେଲା
ଆଖିରେ ଆଖି ବାଡ଼େଇ ଦେଲା
Hurt କଲା, cut କଲା, mute କଲା ରେ

ଆରେ ଛାତିଟା ରଗଡ଼ି ଦେଲାରେ
ଆରେ ଛାତିଟା ରଗଡ଼ି ଦେଲାରେ

Steel city ପୁଅଟା ଆସି ପିଟିହେଲା ରେ
Reels ବାଲା ମନଟା ମୋର ଘାଣ୍ଟିଦେଲା ରେ
ହଁ, Steel city ପୁଅଟା ଆସି ପିଟିହେଲା ରେ
Reels ବାଲା ମନଟା ମୋର ଘାଣ୍ଟିଦେଲା ରେ

ଦେହରେ ଦେହ ବାଡ଼େଇଦେଲା
ଦେହରେ ଦେହ ବାଡ଼େଇଦେଲା
Hurt କଲା, cut କଲା, mute କଲାରେ

ଛାତିଟା ରଗଡ଼ି ଦେଲା ରେ
ଆରେ ଛାତିଟା ରଗଡ଼ି ଦେଲା ରେ

Sily-sily silky ତାର ଦେହର ଭୂଗୋଳ
Multiplex ପ୍ରେମ ତାର କରିଲା ପାଗଳ
ହଁ, gym ବାଲା ଚେହେରା ତାର କଲା ତ ଦିୱାନୀ
ଆଜିକାଲି ତା ବିନା କିଛି ମୁଁ ଭାବୁନି

ହେ, Sily-sily silky ତାର ଦେହର ଭୂଗୋଳ
Multiplex ପ୍ରେମ ତାର କରିଲା ପାଗଳ
Gym ବାଲା ଚେହେରା ତାର କଲା ତ ଦିୱାନୀ
ଆଜିକାଲି ତା ବିନା କିଛି ମୁଁ ଭାବୁନି

ଅଙ୍ଗୁର ଦାନା, ଝିଅଟା ବାନା ଉଡ଼ିଗଲା ରେ
प्यारवाला रेलगाड़ी ଗଡ଼ିଗଲା ରେ
ହେ, ଅଙ୍ଗୁର ଦାନା, ଝିଅଟା ବାନା ଉଡ଼ିଗଲା ରେ
प्यारवाला रेलगाड़ी ଗଡ଼ିଗଲା ରେ

ରାତିରେ ନିଦ ଉଡ଼େଇ ନେଲା
ରାତିରେ ନିଦ ଉଡ଼େଇ ନେଲା
Hurt କଲା, ମଟ୍ କଲା, କଟ୍ କଲା ରେ

ଆରେ ଛାତିଟା ରଗଡ଼ି ଦେଲା ରେ
ଛାତିଟା ରଗଡ଼ି ଦେଲାରେ

ହଁ, ଇସ୍-ଇସ୍ କହୁ-କହୁ flying kiss ନେଲା
ହାଏ-ହାଏ, ଆଜିଯାଏଁ କଉଠି ସେ ଥିଲା?
Strawberry ଓଠ ତାର ମହୁ ମିଶା ଛେନା
ତରଳେଇ ଦେଲେ ସେତ ଗୁଆଘିଅ ଗିନା

ହଁ, ଇସ୍-ଇସ୍ କହୁ-କହୁ flying kiss ନେଲା
ହାଏ-ହାଏ, ଆଜିଯାଏଁ କଉଠି ସେ ଥିଲା?
Strawberry ଓଠ ତାର ମହୁ ମିଶା ଛେନା
ତରଳେଇ ଦେଲେ ସେତ ଗୁଆଘିଅ ଗିନା

Hero ମାର୍କା ପୁଅଟା ମତେ ମିଳିଗଲା ରେ
ଆରେ ଡିଂଦଂ दिल ଟା ମୋର ଫିଦା ହେଲା ରେ
ଆରେ Hero ମାର୍କା ପୁଅଟା ମତେ ମିଳିଗଲା ରେ
ଡିଂଦଂ दिल ଟା ମୋର ଫିଦା ହେଲା ରେ

ହୋସ ନେଲା, josh ଦେଲା
ହୋସ ନେଲା, josh ଦେଲା
Hurt କଲା, ମଟ୍ କଲା, କଟ୍ କଲା ରେ

ଆରେ ଛାତିଟା ରଗଡ଼ି ଦେଲା ରେ
ହଁ, ଛାତିଟା ରଗଡ଼ି ଦେଲା ରେ

ଛାତିଟା ରଗଡ଼ି ଦେଲା ରେ
ଆରେ ଛାତିଟା ରଗଡ଼ି ଦେଲା ରେ (ଆରେ ଛାତିଟା ରଗଡ଼ି ଦେଲା ରେ)



Credits
Writer(s): Prem Anand
Lyrics powered by www.musixmatch.com

Link