Kebena Kebe

କେବେ ନା କେବେ, କେହି ନା କେହି
ଦେଖା ହେବାର ଥିଲା
ହେଲା, ଭଲ ହେଲା
କେବେ ନା କେବେ, କେହି ନା କେହି
ଦେଖା ହେବାର ଥିଲା
ହେଲା, ଭଲ ହେଲା

ପଚାରନା ମତେ ସେ କେମିତି ଦିଶେ
ସେ କେମିତି କହେ

କେବେ ନା କେବେ ଆକାଶେ ହସି ଜହ୍ନ ଉଇଁବା ଥିଲା
ଉଇଁଲା, ଭଲ ହେଲା

କେବେ ନା କେବେ, କେହି ନା କେହି
ଦେଖା ହେବାର ଥିଲା
ହେଲା, ଭଲ ହେଲା
କହିନି ମତେ ମରମ କଥା
ଦେଇନି ମତେ ଟିକେ ବି ବ୍ୟଥା
ଆଖିକି ଚାହିଁ ବୁଝିଲି ମୁହିଁ
ଜନମ ତାର ମୋରି ପାଇଁ

କେବେ ନା କେବେ
ଓଠରେ ମୋର ଚୁମା ମିଳିବା ଥିଲା, ମିଳିଲା, ଭଲ ହେଲା

କେବେ ନା କେବେ, କେହି ନା କେହି
ଦେଖା ହେବାର ଥିଲା
ହେଲା, ଭଲ ହେଲା
ସୁଖ କି ଦୁଃଖ ନଥିଲି ଜାଣି
ପାଇ ମୁଁ ତାକୁ ପାରିଲି ଚିହିଁ
ସେଇ ତ ମୋର ମାନସୀ ଏକା
ଆଖିରେ ତାର ମୁଁ କଜଳ ରେଖା

କେବେ ନା କେବେ, କାହିଁ ନା କାହିଁ
ଲୁହ ଝରିବା ଥିଲା, ଝରିଲା, ଠିକ ହେଲା

କେବେ ନା କେବେ, କେହି ନା କେହି
ଦେଖା ହେବାର ଥିଲା
ହେଲା, ଭଲ ହେଲା
କେବେ ନା କେବେ, କେହି ନା କେହି
ଦେଖା ହେବାର ଥିଲା
ହେଲା, ଭଲ ହେଲା

ପଚାର ନା ମତେ ସେ କେମିତି ଦିଶେ
ସେ କେମିତି କହେ

କେବେ ନା କେବେ ଆକାଶେ ହସି ଜହ୍ନ ଉଇଁବା ଥିଲା
ଉଇଁଲା, ଭଲ ହେଲା

କେବେ ନା କେବେ, କେହି ନା କେହି
ଦେଖା ହେବାର ଥିଲା
ହେଲା, ଭଲ ହେଲା
କେବେ ନା କେବେ, କେହି ନା କେହି
ଦେଖା ହେବାର ଥିଲା
ହେଲା, ଭଲ ହେଲା



Credits
Writer(s): Akshaya Mohanty
Lyrics powered by www.musixmatch.com

Link