Hrudayara Lafapa

ଆଜିକାଲି କାଇଁ ତୋ ଖବର, ଟିପିରଖେ ବାର-ବାର
ହୃଦୟର ଏଇ ସାଧା ଲଫାପା ରେ
ବୋଧେ ପ୍ରେମ ହେଲାକି କହରେ, ସବୁ ଭଲ ତ ଲାଗେରେ
ଆଜି ମୌସୁମୀ ଛୁଇଁଦେଇ ଗଲାରେ

ମୋ ନଜର ଖାଲି ତୋ ପାଖେ
ଏବେ ଦିନରାତି ଅଟକେ

ସତକହ କି ଯାଦୁ କଲୁ ତୁ?

ପ୍ରେମରେ ତୋର ହଜାରେ ଥର ହୃଦୟ ହାରୁଛି ମୁଁ
ପ୍ରେମରେ ତୋର ହଜାରେ ଥର ହୃଦୟ ହାରୁଛି ମୁଁ
ପ୍ରେମରେ ତୋର ହଜାରେ ଥର ହୃଦୟ ହାରୁଛି ମୁଁ
ପ୍ରେମରେ ତୋର ହଜାରେ ଥର ହୃଦୟ ହାରୁଛି ମୁଁ

ଭଲ ଲାଗୁଛୁ କାହିଁକି ଏତେ? କହିଯା ଥରେ
କାରଣ ତାର ଖୋଜିଲେ ଯେତେ ପାଏନାହିଁ ରେ
ଭଲ ଲାଗୁଛୁ କାହିଁକି ଏତେ? କହିଯା ଥରେ
କାରଣ ତାର ଖୋଜିଲେ ଯେତେ ପାଏନାହିଁ ରେ

ମେହେନ୍ଦି ର ରଙ୍ଗ ଆଜି ମୋ
ଟିକେ ଗାଢ଼ ପରି ଲାଗେରେ

ସତକହ କି ଯାଦୁ କଲୁ ତୁ?

ପ୍ରେମରେ ତୋର ହଜାରେ ଥର ହୃଦୟ ହାରୁଛି ମୁଁ
ପ୍ରେମରେ ତୋର ହଜାରେ ଥର ହୃଦୟ ହାରୁଛି ମୁଁ
ପ୍ରେମରେ ତୋର ହଜାରେ ଥର ହୃଦୟ ହାରୁଛି ମୁଁ
ପ୍ରେମରେ ତୋର ହଜାରେ ଥର ହୃଦୟ ହାରୁଛି ମୁଁ

ଡାକିଲୁ ବୋଲି ଚାଲି ଆସିଲି ପାଖକୁ ତୋର
ଧରିନେଲୁ ତୁ ଏମିତି ମତେ ଲାଗିଲା ଡ଼ର
ଡାକିଲୁ ବୋଲି ଚାଲି ଆସିଲି ପାଖକୁ ତୋର
ଧରିନେଲୁ ତୁ ଏମିତି ମତେ ଲାଗିଲା ଡ଼ର

ଜଳିଗଲେ ଯାଉ ପୃଥିବୀ
ତୁ ପାଖେ ଥିଲେ ମୁଁ ଥିବି

ସତକହ କି ଯାଦୁ କଲୁ ତୁ?

ପ୍ରେମରେ ତୋର ହଜାରେ ଥର ହୃଦୟ ହାରୁଛି ମୁଁ
ପ୍ରେମରେ ତୋର ହଜାରେ ଥର ହୃଦୟ ହାରୁଛି ମୁଁ
ପ୍ରେମରେ ତୋର ହଜାରେ ଥର ହୃଦୟ ହାରୁଛି ମୁଁ (ହେ-ଏ-ଏ)
ପ୍ରେମରେ ତୋର ହଜାରେ ଥର ହୃଦୟ ହାରୁଛି ମୁଁ (ହେ-ଏ-ଏ)



Credits
Writer(s): Gaurav Anand
Lyrics powered by www.musixmatch.com

Link