Megha Na Tu Premika

ହୁଁ-ହୁଁ-ହୁଁ
ହୁଁ-ହୁଁ-ହୁଁ

ବିଜୁଳି ମାରୁଛି ମନରେ ତୋ ପାଇଁ
ଆଖିରେ ଘୋଟିଛି ବାଦଲର ଛାଇ

ହେ-ହେ-ହେ
ହେ-ହେ-ହେ

ହୋ, ବିଜୁଳି ମାରୁଛି ମନରେ ତୋ ପାଇଁ
ଆଖିରେ ଘୋଟିଛି ବାଦଲର ଛାଇ

ତୋ ସେଇ ଗହରା ଆଖିରୁ ଝରେ ଅସରା
ତୋ ସେଇ ଗହରା ଆଖିରୁ ଝରେ ଅସରା

ଟୋପା-ଟୋପା ବରଷା ବୁନ୍ଦା

ମେଘ ନା ତୁ ପ୍ରେମିକା
ମେଘ ନା ତୁ ପ୍ରେମିକା
ମେଘ ନା ତୁ ପ୍ରେମିକା
ମେଘ ନା ତୁ ପ୍ରେମିକା

ସବୁରାତି ସବୁଦିନ ଆଣେ ତୋର ଭାବନା
ତତେ ଟିକେ ଦେଖିବାକୁ ଆଖି କରେ ଛଳନା
ହୋ, ସବୁରାତି ସବୁଦିନ ଆଣେ ତୋର ଭାବନା
ତତେ ଟିକେ ଦେଖିବାକୁ ଆଖି କରେ ଛଳନା

ତୋରମୋର ସମ୍ପର୍କର ହେଲା ଯେବେ ଆରମ୍ଭ
ମନକଥା ବାଣ୍ଟିବାକୁ ହେଲିଣି ମୁଁ ଅଧିର

ତୋ ସେଇ ମହୁଲି ଓଠକୁ କରି ଭରସା
ତୋ ସେଇ ମହୁଲି ଓଠକୁ କରି ଭରସା

ଜିଇଁଉଠେ ଏଇ ମୋ ଧରା

ମେଘ ନା ତୁ ପ୍ରେମିକା
ମେଘ ନା ତୁ ପ୍ରେମିକା
ମେଘ ନା ତୁ ପ୍ରେମିକା
ମେଘ ନା ତୁ ପ୍ରେମିକା

ମିଠା-ମିଠା କଥା ତୋର ଲାଗେ ଏତେ ନିଆରା
କଥା ଥରେ ଶୁଣୁଥିଲେ ଇଛା କେବେ ସରେନା
ମିଠା-ମିଠା କଥା ତୋର ଲାଗେ ଏତେ ନିଆରା
କଥା ଥରେ ଶୁଣୁଥିଲେ ଇଛା କେବେ ସରେନା

ତୋ ବିନା କ୍ଷଣଟିଏ ଲାଗେ ବାରମାସ
ଶହେପାପ ମନ ଗପେ ମନ ସହେ ମୋର

ତୋ ସେଇ ଭେଟିବା ବାଟକୁ କରି ଭରସା
ତୋ ସେଇ ଭେଟିବା ବାଟକୁ କରି ଭରସା

ସଞ୍ଜ ଫେରେ ଆଣି ସେ ତାରା

ମେଘ ନା ତୁ ପ୍ରେମିକା
ମେଘ ନା ତୁ ପ୍ରେମିକା
ମେଘ ନା ତୁ ପ୍ରେମିକା
ମେଘ ନା ତୁ ପ୍ରେମିକା
ମେଘ ନା ତୁ ପ୍ରେମିକା
ମେଘ ନା ତୁ ପ୍ରେମିକା



Credits
Writer(s): Deepak Ranjan
Lyrics powered by www.musixmatch.com

Link