Sajna

ଏବେ ଏବେ ମନେ କିଛି feel ହୁଏ
ଏବେ ଏବେ Dill ମୋର ଚୋରି ହୁଏ
ଏବେ ଏବେ ମନେ କିଛି feel ହୁଏ
ଏବେ ଏବେ Dill ମୋର ଚୋରି ହୁଏ
ଅଜାଣତେ ତତେ ଭଲ ପାଇଗଲି
କହିଦେଲି ତତେ ଓଠ ମୋର ଖୋଲି
କାଇଁ କରୁ ବାହାନା
ମୋତେ ଦୁଷ୍ଟ କରେ ତୋ ନେନା ସାଯେନା
ମୋତେ ଦୁଷ୍ଟ କରେ ତୋ ନେନା ସାଯେନା
ମୋତେ ଦୁଷ୍ଟ କରେ ତୋ ନେନା ସାଯେନା
ମୋତେ ଦୁଷ୍ଟ କରେ ତୋ ନେନା ସାଯେନା

ଏତେ ରୁପସୀ ଗଢିଲା ତତେ କାଉ କାରିଗର
ଖୋଜି ବୁଲୁଛି ପାଇଲେ ତାକୁ ଦେବି ଉପହାର

ଓ ଚାଲି ଗଲେ ତୁ ଅତରେ ବସେ ଝରେ ସବୁ ରଙ୍ଗ
ଲାଗେ ଯେମିତି ଫଗୁଣ ରୁ ତୁ ଆଇଚି ତା ଦିନ
ଆଚାନକ ଆସି ଦେଲୁ ଏତେ ଖୁସି
ପ୍ରେମ ରଙ୍ଗ ସତେ ଦେହେ ଦେଲୁ ମିଶି
ହେଇଗଲି ଦିୱାନା
ମୋତେ ଦୁଷ୍ଟ କରେ ତୋ ନେନା ସାଯେନା
ମୋତେ ଦୁଷ୍ଟ କରେ ତୋ ନେନା ସାଯେନା
ମୋତେ ଦୁଷ୍ଟ କରେ ତୋ ନେନା ସାଯେନା
ମୋତେ ଦୁଷ୍ଟ କରେ ତୋ ନେନା ସାଯେନା

ଯେବେ ପଚାରେ ହୃଦୟ କୁ କିଏ ଆପନାର
ଉତର ମତେ କହିଦିଏ ସେ ତୁ ଏକା ନିଜର
ଓ ତେତେ ପାଇକି ସରଗ ଲାଗେ ହାତ ପାହାଂତାରେ
ଲଗୁଚି ସତେ ଜଖମ କଲୁ ପ୍ରେମ ନିହାନ ରେ
ପାଇ ଗଲି ଆଜି ପ୍ରେମ ର ପାଉନା
ପରଦେସି ହେଲା ଆଜି ମୋ ଆପନା
ଜାନୁ ସାର ଜମାନା
ମୋତେ ଦୁଷ୍ଟ କରେ ତୋ ନେନା ସାଯେନା
ମୋତେ ଦୁଷ୍ଟ କରେ ତୋ ନେନା ସାଯେନା
ମୋତେ ଦୁଷ୍ଟ କରେ ତୋ ନେନା ସାଯେନା
ମୋତେ ଦୁଷ୍ଟ କରେ ତୋ ନେନା ସାଯେନା



Credits
Writer(s): Jn Padma, Soumya Ranjan Bal
Lyrics powered by www.musixmatch.com

Link