Hrudaya Harigala

ଝିଅଟେ ଦେଖାହେଲା ମୋ
ଆଜି ଭିଡ଼ ଭିତରେ
ଯେବେ ଚାହିଁଲି ଆଖି ଉଠେଇ
ଆଖି ଲାଖି ଗଲା ରେ

ହୋ, ଝିଅଟେ ଦେଖାହେଲା ମୋ
ଆଜି ଭିଡ଼ ଭିତରେ
ଯେବେ ଚାହିଁଲି ଆଖି ଉଠେଇ
ଆଖି ଲାଖି ଗଲା ରେ

ମତେ ପ୍ରେମ ଉଙ୍କି ମାରେ
ଆଜି କାଇଁ ଧିରେ-ଧିରେ

ଫିକା ଜୀବନରେ ଏତେ ରଙ୍ଗ କିଏ ଢ଼ାଳିଲା?

ହୃଦୟ ହାରିଗଲା, ଗଲା
ହୃଦୟ ହାରିଗଲା
ହୃଦୟ ହାରିଗଲା, ଗଲା
ହୃଦୟ ହାରିଗଲା

ଶୀତ ସକାଳ ବେଳେ
ସତେ ଉଷୁମ coffee ର ସ୍ପର୍ଶ ତା ପ୍ରେମ
ଫଗୁ ଧରିନେଇ
ଯେତେ ରଙ୍ଗ ନାଇଛି ସିଏ ବି ପ୍ରେମ

ତାରା ଆଖି ମିଟି ମାରେ
ଦେଖି ତତେ ମୋ ପାଖରେ

ସାରା ବାଟରେ ମୋ ଏତେ ପ୍ରେମ କିଏ ବୁଣିଲା?

ହୃଦୟ ହାରିଗଲା, ଗଲା
ହୃଦୟ ହାରିଗଲା
ହୃଦୟ ହାରିଗଲା, ଗଲା
ହୃଦୟ ହାରିଗଲା

ଖୁସି ଗୋଟେଇ ଆଣି
ଯେତେ ଦେଇଛୁ ମତେ ତୁ ସିଏ ମୋ ପ୍ରେମ
ସେଇ ଖୁସି ସାଉଁଟି
ସବୁ ବାଜି ଜିତିବି ଲଂଘି ମୁହାଣ

ଅଙ୍କାବଙ୍କା ଜୀବନରେ
ସିଧା ରେଖାଟେ ତୁହି ରେ

ଏତେ ଜ୍ୟୋତ୍ସ୍ନା ଆଣି ଅନ୍ଧାରରେ କିଏ ବିଞ୍ଚିଲା?

ହଁ, ହୃଦୟ ହାରିଗଲା, ଗଲା ମୋ
ହୃଦୟ ହାରିଗଲା
ହଁ-ହଁ-ହଁ, ହୃଦୟ ହାରିଗଲା, ଗଲା
ହୃଦୟ ହାରିଗଲା (ହୃଦୟ ହାରିଗଲା)



Credits
Writer(s): Rakesh Dash, Somesh Satpathy
Lyrics powered by www.musixmatch.com

Link