Anasara Ghare Jagatanatha

ଅଣସର ଘରେ ଜଗତନାଥ
ଅଣସର ଘରେ ଜଗତନାଥ
ମନ୍ଦିରେ ନାହାନ୍ତି ଯେଣୁ ସେ କଳାବଦନ
ଯାଉଛି ମୁଁ ବ୍ରହ୍ମଗିରି କରିବି ଦର୍ଶନ
ଓଲାରନାଥ

ଅଣସର ଘରେ ଜଗତନାଥ
ଅଣସର ଘରେ ଜଗତନାଥ

ଶ୍ରୀମନ୍ଦିରରେ ଶ୍ରୀଜନ୍ନାଥଙ୍କ ଦର୍ଶନ ଯେତିକି ପୁଣ୍ୟ
ଅଣସର ବେଳେ ଓଲାରନାଥଙ୍କ ଦର୍ଶନ ସେତିକି ପୁଣ୍ୟ
ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯେତିକି ପୁଣ୍ୟ
ଅଣସର ବେଳେ ଓଲାରନାଥଙ୍କ ଦର୍ଶନ ସେତିକି ପୁଣ୍ୟ

ମିଳୁ କି ନ ମିଳୁ
ପୁଣ୍ୟ ଯେତେ ମୋର
ଛାଡ଼ିଯାଉ ବେଗେ
ପ୍ରଭୁଙ୍କର ଜର

ମୁଁ ଯିବା ବାଟରେ ଯୋଡ଼ିଲି ହାତ

ଅଣସର ଘରେ ଜଗତନାଥ
ଅଣସର ଘରେ ଜଗତନାଥ

ଶ୍ରୀକ୍ଷେତ୍ରେ ଦିନେ ଶ୍ରୀଜଗନ୍ନାଥଙ୍କ ନ ପାଇ ଯେ ଦରଶନ
ଶ୍ରୀଚତନ୍ୟ ପରା ଓଲାରନାଥଙ୍କୁ କରିଥିଲେ ଦରଶନ
ଶ୍ରୀକ୍ଷେତ୍ରେ ଦିନେ ଶ୍ରୀଜଗନ୍ନାଥଙ୍କ ନ ପାଇ ଯେ ଦରଶନ
ଶ୍ରୀଚତନ୍ୟ ପରା ଓଲାରନାଥଙ୍କୁ କରିଥିଲେ ଦରଶନ

ଯେଉଁ ଭାବେ ଯିଏ
ଖୋଜିଲା ଯେମିତି
ସେ ଭାବରେ ପ୍ରଭୁ
ଦର୍ଶନ ଦିଅନ୍ତି

ପ୍ରଭୁଙ୍କର ଏଇ ଲୀଳା ଅମୃତ

ଅଣସର ଘରେ ଜଗତନାଥ
ଅଣସର ଘରେ ଜଗତନାଥ

ମନ୍ଦିରେ ନାହାନ୍ତି ଯେଣୁ ସେ କଳାବଦନ
ଯାଉଛି ମୁଁ ବ୍ରହ୍ମଗିରି କରିବି ଦର୍ଶନ,
ଓଲାରନାଥ
ଓଲାରନାଥ
ଓଲାରନାଥ ମୋ ପ୍ରଭୁ ଓଲାରନାଥ



Credits
Writer(s): Prem Anand
Lyrics powered by www.musixmatch.com

Link