Ekadasi Mahadipa

ଦୀପଂଜ୍ୟୋତି ପରଂବ୍ରହ୍ମ
ଦୀପଂଜ୍ୟୋତି ଜନାର୍ଦ୍ଦନ
ଦୀପଂଜ୍ୟୋତି ହରତେ ପାପଂ
ଦୀପଂଜ୍ୟୋତି ନମସ୍ତୁତେ, ଦୀପଂଜ୍ୟୋତି ନମସ୍ତୁତେ, ନମସ୍ତୁତେ

ଏଇ ଏକାଦଶୀରେ ମହାଦୀପ ଉଠେ ଦେଖ ନୀଳଚକ୍ରରେ
ଏଇ ଏକାଦଶୀରେ ମହାଦୀପ ଉଠେ ଦେଖ ନୀଳଚକ୍ରରେ

କଟିଯାଏ ଅନ୍ଧକାର, ଦୁଃଖ, ଶୋକ ହୁଏ ଦୂର
ଜଳିଯାଏ ପାପ, ତାପ, ଦର୍ଶନେ ଥରେ

ଏଇ ଏକାଦଶୀରେ ମହାଦୀପ ଉଠେ ଦେଖ ନୀଳଚକ୍ରରେ

ଦୀପଂଜ୍ୟୋତି ପରଂବ୍ରହ୍ମ
ଦୀପଂଜ୍ୟୋତି ଜନାର୍ଦ୍ଦନ
ଦୀପଂଜ୍ୟୋତି ହରତେ ପାପଂ
ଦୀପଂଜ୍ୟୋତି ନମସ୍ତୁତେ
ଦୀପଂଜ୍ୟୋତି ନମସ୍ତୁତେ
ଦୀପଂଜ୍ୟୋତି ନମସ୍ତୁତେ

ସନ୍ଧ୍ୟା-ଧୂପ ପରେ ପୂଜା ପଣ୍ଡା ସେତ ପ୍ରଭୁଙ୍କୁ ଆଳତୀ କରିଲେ
ତାଙ୍କଠାରୁ ସେଇ ମହାଦୀପ ନେଇ ସେବକ ହାତରେ ଧରିଲେ

ଗରୁଡ଼ ସେବକ ନେଇ ମନ୍ଦିର ଚୁଡାକୁ ଯାଇ
ପରିକ୍ରମା କରିଲେ ସେ ତିନିଥର

ଏଇ ଏକାଦଶୀରେ ମହାଦୀପ ଉଠେ ଦେଖ ନୀଳଚକ୍ରରେ

ଦୀପଂଜ୍ୟୋତି ପରଂବ୍ରହ୍ମ
ଦୀପଂଜ୍ୟୋତି ଜନାର୍ଦ୍ଦନ
ଦୀପଂଜ୍ୟୋତି ହରତେ ପାପଂ
ଦୀପଂଜ୍ୟୋତି ନମସ୍ତୁତେ
ଦୀପଂଜ୍ୟୋତି ନମସ୍ତୁତେ
ଦୀପଂଜ୍ୟୋତି ନମସ୍ତୁତେ

ବିଷ୍ଣୁଙ୍କର ପ୍ରିୟ ଏକାଦଶୀ ତିଥି, ମହାଦୀପ ଉଠେ ଏ ଦିନ
ଭକତ ବାନ୍ଧବ ଯେଣୁ ମହାପ୍ରଭୁ ଚକ୍ର ଆଳତୀର ବିଧାନ

ମହାଦୀପ, ମହାଜ୍ୟୋତି ଜଗତ କହେ ଯେମିତି
ଆଲୋକର ପଥ ଏଇ ନୀଳାଚଳରେ

ଏଇ ଏକାଦଶୀରେ ମହାଦୀପ ଉଠେ ଦେଖ ନୀଳଚକ୍ରରେ
ଏଇ ଏକାଦଶୀରେ ମହାଦୀପ ଉଠେ ଦେଖ ନୀଳଚକ୍ରରେ

ଦୀପଂଜ୍ୟୋତି ପରଂବ୍ରହ୍ମ
ଦୀପଂଜ୍ୟୋତି ଜନାର୍ଦ୍ଦନ
ଦୀପଂଜ୍ୟୋତି ହରତେ ପାପଂ
ଦୀପଂଜ୍ୟୋତି ନମସ୍ତୁତେ
ଦୀପଂଜ୍ୟୋତି ନମସ୍ତୁତେ
ଦୀପଂଜ୍ୟୋତି ନମସ୍ତୁତେ



Credits
Writer(s): Prem Anand
Lyrics powered by www.musixmatch.com

Link