Tu Chalija Mo Pakharu

ଆ-ଆ-ଆ
ଆ-ଆ-ଆ

ମିଛି ମିଛିକା ପ୍ରେମ ତୋର ସେତିକି ଥାଉ
ମୋ ଆଖିରୁ ଲୁହ ତୁ ଝରାନା ଆଉ
ହୋ, ମିଛି ମିଛିକା ପ୍ରେମ ତୋର ସେତିକି ଥାଉ
ମୋ ଆଖିରୁ ଲୁହ ତୁ ଝରାନା ଆଉ

ଯଦି ହୃଦୟ ତୁ...
ଯଦି ହୃଦୟ ତୁ ଭାଙ୍ଗିଲୁ

ତୁ ଚାଲିଯା, ଚାଲିଯା, ମୋ ପାଖରୁ
ତୁ ଚାଲିଯା, ଚାଲିଯା, ମୋ ପାଖରୁ

ହସ ଟିକେ ପାଇଁ, ଖୁସି ଟିକେ ପାଇଁ
ମନଦେଇ ତୋତେ ଭଲ ପାଇଲି
ଏକା ମୁଁ ଥିଲି, ପ୍ରେମିକ ହେଲି
ମିଛ ବାହାନାକୁ ପ୍ରେମ ଭାବିଲି

ଯଦି ମୋ ମନ ତୁ...
ଯଦି ମୋ ମନ ତୁ ଭାଙ୍ଗିଲୁ

ତୁ ଚାଲିଯା, ଚାଲିଯା, ମୋ ପାଖରୁ
ତୁ ଚାଲିଯା, ଚାଲିଯା, ମୋ ପାଖରୁ

ମନ ତ ବୁଝୁନି, ଭୁଲି ମୁଁ ପାରୁନି
ମିଛେଇ ଝିଅ ତୁ ମୁଁ ଜାଣିଗଲି
ହୋ, କହ କେମିତି କଲୁ ଏମିତି
କାହା ଇଶାରାରେ ଗଲୁ ତୁ ଭୁଲି?

ଯଦି ମୋ ସ୍ବପ୍ନ ତୁ...
ଯଦି ମୋ ସ୍ବପ୍ନ ତୁ ଭାଙ୍ଗିଲୁ

ତୁ ଚାଲିଯା, ଚାଲିଯା, ମୋ ପାଖରୁ
ତୁ ଚାଲିଯା, ଚାଲିଯା, ମୋ ପାଖରୁ
ତୁ ଚାଲିଯା, ଚାଲିଯା, ମୋ ପାଖରୁ
ତୁ ଚାଲିଯା, ଚାଲିଯା, ମୋ ପାଖରୁ



Credits
Writer(s): Jn Padma, Nilu Babu
Lyrics powered by www.musixmatch.com

Link