Dil Re Achi Tori Naa - Title Song (From "Dil Re Achi Tori Naa")

(ହେହେ-ହେ ହେହେ-ହେ ହେ)
(ଲାଲା-ଲା ଲାଲା-ଲା ଲା)
(ହୋହୋ-ହୋ ହୋହୋ-ହୋ)
(ହୁଁହୁଁ-ହୁଁ ଆହା-ହାହା)

ଏ ପ୍ରେମଟା କାଇଁ କବିତା ହେଇ ଛରିଲା?
ଏ ପ୍ରେମଟା କାଇଁ ଏତେ ସ୍ବପ୍ନ ଦେଖେଇଲା?
ଏ ପ୍ରେମଟା କାଇଁ ମନେ ଛବି ଆଙ୍କିଦେଲା?
ଏ ପ୍ରେମଟା କାଇଁ ବଞ୍ଚିବାକୁ ଶିଖେଇଲା?

ସେ ପ୍ରେମ ହୃଦୟେ ରଖି, ମନକୁ ପାରୁନି ରୋକି
କେମିତି ଜାଣିବ ଦୁନିଆ?

दिल ରେ ଅଛି ତୋରି ନାଁ
दिल ରେ ଅଛି ତୋରି ନାଁ
दिल ରେ ଅଛି ତୋରି ନାଁ
दिल ରେ ଅଛି ତୋରି ନାଁ
ତୋରି ନାଁ, ତୋରି ନାଁ, ତୋରି ନାଁ

(କେବେ-କେବେ ଏ ପ୍ରେମ ସାଜଇ କାଗଜ ଗୁଡ଼ି)
(ଏ ମନରୁ ସେ ମନକୁ ଡେଣା ମେଲେଇ ଯାଏ ଉଡ଼ି)

କେବେ-କେବେ ଏଇ ପ୍ରେମ ସାଜଇ କାଗଜ ଗୁଡ଼ି
ଏ ମନରୁ ସେ ମନକୁ ଡେଣା ମେଲେଇ ଯାଏ ଉଡ଼ି

କେବେ-କେବେ ଏଇ ପ୍ରେମ ସାଥେ ଚାଲେ ଛାଇ ପରି
ଚାହିଁଲେ ବି ସେ ଛାଇକୁ ହୁଏ ନାହିଁ ପୁଣି ଧରି

ସେ ପ୍ରେମ ମିଠା ଦରଜ, ସହିବା ନୁହେଁ ସହଜ
ଛାତିରେ ଲଗାଏ ନିଆଁ

दिल ରେ ଅଛି ତୋରି ନାଁ
दिल ରେ ଅଛି ତୋରି ନାଁ
दिल ରେ ଅଛି ତୋରି ନାଁ (ତୋରି ନାଁ)
दिल ରେ ଅଛି ତୋରି ନାଁ (ତୋରି ନାଁ)

(ମିତ ତୋର ଗୀତ ଧାଡ଼ି ବଢେଇ ଦେଲା ଯଖମ)
(ଛାତିରେ ମୋ ଲେଖିଦେଲା ଅଢେଇ ଅକ୍ଷର ପ୍ରେମ)

ମିତ ତୋର ଗୀତ ଧାଡ଼ି ବଢେଇ ଦେଲା ଯଖମ
ଛାତିରେ ମୋ ଲେଖିଦେଲା ଅଢେଇ ଅକ୍ଷର ପ୍ରେମ

ହଁ, ଅଢେଇ ଅକ୍ଷର ସେଇ ପ୍ରେମ, ଯେତେଥର ମୁଁ ପଢେ
ତତେ ପାଇବା ପାଇଁ କି ସେତେ ବେଶୀ-ବେଶୀ ଲାଭ ବଢେ

ପାଇବାର ଆଶା ନେଇ ପ୍ରେମ କରି ହୁଏ ନାହିଁ
ଏ ମନ ବୁଝେନା କିଆଁ?

दिल ରେ ଅଛି ତୋରି ନାଁ
दिल ରେ ଅଛି ତୋରି ନାଁ
दिल ରେ ଅଛି ତୋରି ନାଁ
दिल ରେ ଅଛି ତୋରି ନାଁ
ତୋରି ନାଁ, ତୋରି ନାଁ, ତୋରି ନାଁ



Credits
Writer(s): Abhijit Majumdar
Lyrics powered by www.musixmatch.com

Link