Khash Tu Mo Paeen Re - From "Dekha Hela Prema Hela"

ବାସ୍ ତୁ ମୋ ପାଇଁ ରେ
ଥିଲୁ ତୁ ମୋ ଭାଗ୍ୟରେ
ଖାସ୍ ତୁ ମୋ ପାଇଁ ରେ, ହାଏ
ଚାଲୁଛୁ ମୋ ସାଥିରେ

ତତେ ଯେତେଥର ଖୋଜେ ମୁଁ ସେତେଥର ହଜେ
ପାଗଳ ମୁଁ ଆଜି ତୋ ପ୍ରେମରେ ହାଏ

ବାସ୍ ତୁ ମୋ ପାଇଁ ରେ
ଥିଲୁ ତୁ ମୋ ସ୍ବପ୍ନ ରେ
ଖାସ୍ ତୁ ମୋ ପାଇଁ ରେ
ଆସିଛୁ ମୋ ଜୀବନରେ

ଯେବେଠୁ ଆସିଲୁ ଜୀବନରେ ମୋର ଖୁସି ଭରିଗଲା ଏ ମନରେ, ସାଥିରେ
ତୁ ଆସିବା ପରେ ମୁଁ ଆଉ ନାହିଁ ହଜି ଯାଇଛି ତୋ ପ୍ରେମରେ, ସାଥିରେ
ତତେ ଯେତେଥର ଭାବେ ତୁ ମନେପଡୁ ସେତେ

ପାଗଳ ବୋଧେ ତୋ ପ୍ରେମରେ, ହାଏ

ବାସ୍ ତୁ ମୋ ପାଇଁ ରେ
ଥିଲୁ ତୁ ମୋ ସ୍ବପ୍ନ ରେ
ଖାସ୍ ତୁ ମୋ ପାଇଁ ରେ
ଆସିଛୁ ମୋ ଜୀବନରେ
ଆସିଛୁ ମୋ ଜୀବନରେ

ହଁ, ଏମିତି ବନ୍ଧନେ ବାନ୍ଧିଦେଲୁ ମତେ, ଭୁଲିଲେ ବି ଭୁଲି ହୁଏନା ଯେ ତତେ, ପ୍ରିୟାରେ
ନିଃଶ୍ୱାସରେ ଅଛୁ ବିଶ୍ୱାସରେ ଅଛୁ, ଚାହିଁଲେ ବି କାଢ଼ି ପାରେନା ତତେ, ସାଥିରେ
ତତେ ଯେତେଥର ଦେଖେ ମୁଁ ଛବି ତୋର ଆଙ୍କେ

ପାଗଳ ବୋଧେ ତୋ ପ୍ରେମରେ

ବାସ୍ ତୁ ମୋ ପାଇଁ ରେ
ଥିଲୁ ତୁ ମୋ ଭାଗ୍ୟରେ
ଖାସ୍ ତୁ ମୋ ପାଇଁ ରେ
ଚାଲୁଛୁ ମୋ ସାଥିରେ



Credits
Writer(s): Chandrakant Sutar
Lyrics powered by www.musixmatch.com

Link