Jan Neigalu Jaan - From "Bidyarana"

Film ର end ପରି
ଲାଗୁଛୁ ତୁ sweet ଭାରି
Life time memory ରେ ରହିବୁ ଲୋ

ହେ, Film ର end ପରି
ଲାଗୁଛୁ ତୁ sweet ଭାରି
Life time memory ରେ ରହିବୁ ଲୋ

ଆଖି ମୋ ଖୋଲିଦେଲୁ ଦେଇ ପ୍ରେମଜ୍ଞାନ୍
ହେଲି ରେ ହେଲି ତୋର जिगरबाली fan

ତୁ ଟୋକା ମୋର ଚୋଖା ବାବୁଶାନ୍

जान ନେଇଗଲୁ जान
जान ନେଇଗଲୁ जान
ରାଣ୍, ରାଣ୍, ରାଣ୍, ରାଣ୍ ମୋ ବିଦ୍ୟାରାଣ
जान ନେଇଗଲୁ जान
जान ନେଇଗଲୁ जान
ରାଣ୍, ରାଣ୍, ରାଣ୍, ରାଣ୍ ମୋ ବିଦ୍ୟାରାଣ
ରାଣ୍, ରାଣ୍, ରାଣ୍, ରାଣ୍ ମୋ ବିଦ୍ୟାରାଣ

ଆଲୋ ମୋ heroine
Blood କଲୁ ପାନି
ବାଉଳି ହଉଛି ରାତିରେ
ଶୁଆଇ ଦଉନୁ ଶାନ୍ତିରେ

ହେ, ଆଲୋ ମୋ heroine
Blood କଲୁ ପାନି
ବାଉଳି ହଉଛି ରାତିରେ
ଶୁଆଇ ଦଉନୁ ଶାନ୍ତିରେ

ହଁ, ଆରେ ମୋ hero ଟୋକା
ମାରିଲୁ ପ୍ରେମ ଟେକା
ବାଜିଲା ସିଧା ମୋ ଛାତିରେ
ହୃଦୟ ଜଳୁଛି ତାତିରେ

ଦେଖିଲି ଯେବେ ତୋର smile ବାଲା scene
दिल ରେ ଫୋଡ଼ିହେଲା ମେଞ୍ଚେ safety-pin

ହେଇଗଲୁ मन की मेहमान

जान ନେଇଗଲୁ जान
जान ନେଇଗଲୁ जान
ରାଣ୍, ରାଣ୍, ରାଣ୍, ରାଣ୍ ମୋ ବିଦ୍ୟାରାଣ
ହେ, जान ନେଇଗଲୁ जान
जान ନେଇଗଲୁ जान
ରାଣ୍, ରାଣ୍, ରାଣ୍, ରାଣ୍ ମୋ ବିଦ୍ୟାରାଣ
ରାଣ୍, ରାଣ୍, ରାଣ୍, ରାଣ୍ ମୋ ବିଦ୍ୟାରାଣ

ଆରେ ମୋ दिल राजा
ନେଇ ତୋ band ବାଜା
ରସୋଣୀ କରି ତୁ आजा ରେ
Selfie ନବା ଆମେ ସଂଜରେ

ହଁ, ଆରେ ମୋ दिल राजा
ନେଇ ତୋ band ବାଜା
ରସୋଣୀ କରି ତୁ आजा ରେ
Selfie ନବା ଆମେ ସଂଜରେ

ଆଲୋ ମୋ ଗୋରୀ छोरी
ଆମ ଏ love story
ଚୋରି-ଚୋରି ଚାଲୁ ମନରେ
ହାର୍କିନି ଜଳାନି ଦିନରେ

ଯା', ଖେଳାଳି ଟୋକା ତୁ ରେ ସବୁଥିରେ fit
ଜାଣିଛି ଆମ ବହି ପଢୁ-ପଢୁ hit

ଦେଖନ୍ତୁ ସବୁ कदरदान

जान ନେଇଗଲୁ जान
ମୋ जान ନେଇଗଲୁ जान
ରାଣ୍, ରାଣ୍, ରାଣ୍, ରାଣ୍ ମୋ ବିଦ୍ୟାରାଣ
जान ନେଇଗଲୁ जान
ମୋ जान ନେଇଗଲୁ जान

ରାଣ୍, ରାଣ୍, ରାଣ୍, ରାଣ୍ ମୋ ବିଦ୍ୟାରାଣ
ରାଣ୍, ରାଣ୍, ରାଣ୍, ରାଣ୍ ମୋ ବିଦ୍ୟାରାଣ
ରାଣ୍, ରାଣ୍, ରାଣ୍, ରାଣ୍ ମୋ ବିଦ୍ୟାରାଣ
ରାଣ୍, ରାଣ୍, ରାଣ୍, ରାଣ୍ ମୋ ବିଦ୍ୟାରାଣ



Credits
Writer(s): Baidyanath Dash
Lyrics powered by www.musixmatch.com

Link