Pade Adhe

ହାଲ୍କା ମନର ଫାଙ୍କା ଗଳିରେ
ଲାଗୁଛି ସେଇ, ଲାଗୁଛି ସେଇ
ସ୍ଵଳ୍ପ ସମୟ, ଅଳ୍ପ ଦେଖାରେ
ଲାଗୁଛି ସେଇ, ଲାଗୁଛି ସେଇ

ଦେଖିବାର ସେ କାରଣ ଲାଗେ
ଦୂରରେ ଥାଇ ବି କାହିଁ?
କାରଣରେ ସେ କାରକ ଯଦି
ତଥାପି ଭାବେ ମୁଁ କାହିଁ?

ରହିଯାଏ କାଇଁ ବାଟ ଚାଲି କିଛି?
କଥା ପଦେ-ଅଧେ ଭାବିନିଏ ଯେବେ
ସହିଯାଏ କିଛି ଭୁଲିବା ଛଳରେ
କଥା ପଦେ-ଅଧେ କହିଦିଅ କେବେ



Credits
Writer(s): Parag Kumar Behera
Lyrics powered by www.musixmatch.com

Link