Jhia Bhange Besi Puara Mana

ଆଆ-ଆ-ଆ

ପ୍ରେମର ବାଟେ ଯିବୁନି ସିଏ କାହାର ନୁହଁ
କେତେ କଉଠି ଲୁଚି ମରୁଛି ଏ ଭଙ୍ଗା ହୃଦୟ

ହୋ, ପ୍ରେମର ବାଟେ ଯିବୁନି ସିଏ କାହାର ନୁହଁ
କେତେ କଉଠି ଲୁଚି ମରୁଛି ଏ ଭଙ୍ଗା ହୃଦୟ
ନିଜଠୁ ବେଶୀ ନିଜର ପରି ଭଲ ପାଇବ
ସ୍ୱାର୍ଥ ସରିଲେ ତାରିଖ ପରି ବଦଳି ଯିବ

ସେ ମରୀଚିକା ପାଇଁ କାନ୍ଦୁଚୁ ତୁ କାଇଁ?
ସେ ମରୀଚିକା ପାଇଁ କାନ୍ଦୁଚୁ ତୁ କାଇଁ?
ସିଏ ଅମାବାସ୍ୟା ଉଆଁସୀ-ଜହ୍ନ

ଝିଅ ଭାଙ୍ଗେ ବେସି ପୁଅର ମନ
ମନେ ରଖିବୁ ତାଙ୍କ ପ୍ରେମଟା ଅଢେଇ ଦିନ
ଝିଅ ଭାଙ୍ଗେ ବେସି ପୁଅର ମନ
ମନେ ରଖିବୁ ତାଙ୍କ ପ୍ରେମଟା ଅଢେଇ ଦିନ

ବରଷି ଯାଏ ଝଡି-ବରଷା, ସେ ନୁହେଁ କାହାର
ବେସାହାରା ହେଇ ବାଇଚଢେଇଟା ଖୋଜେ ଆହାର
ହୋ, କିଣା-ବିକା ତୁ କାଇଁ କରିବୁ ତୋ ମନକୁ ଦେଇ?
ଭୁଲିଯା ତାକୁ ଅବିବେକି ଟା, ସେ କାଚ-କଣ୍ଢେଇ

ସେ ମିଛ ସପନଟେ, ସେ ଅପଢ଼ା ବହିଟେ
ସେ ମିଛ ସପନଟେ, ସେ ଅପଢ଼ା ବହିଟେ
ପଢି-ପଢ଼ି ଯିବ ତୋ ଦିନ

ଝିଅ ଭାଙ୍ଗେ ବେସି ପୁଅର ମନ
ମନେ ରଖିବୁ ତାଙ୍କ ପ୍ରେମଟା ଅଢେଇ ଦିନ
ଝିଅ ଭାଙ୍ଗେ ବେସି ପୁଅର ମନ
ମନେ ରଖିବୁ ତାଙ୍କ ପ୍ରେମଟା ଅଢେଇ ଦିନ

ଜହ୍ନ ଭାବିକି ମନ ତୁ ଦବୁ, ସେ ଦବ ରେ ଠକି
ଦୁନିଆଁ ଆଗେ ତୋ ପ୍ରେମକୁ ଦବ ସେ ବିକି
ହୋ, ଦେଖିବାକୁ ସିନା ପ୍ରେମର ଗାଁ ଭାରି ସୁନ୍ଦର
ପ୍ରତାରଣା ହାଟରେ ସିଏ ଦେଲା ମୋହର

ତାକୁ ଯେତେ ତୁ ଝୁରିବୁ, ତାକୁ ଯେତେ ତୁ ଖୋଜିବୁ
ତାକୁ ଯେତେ ତୁ ଝୁରିବୁ, ତାକୁ ଯେତେ ତୁ ଖୋଜିବୁ
ସିଏ ସେତେଥର ଭାଙ୍ଗିବ ମନ

ଝିଅ ଭାଙ୍ଗେ ବେସି ପୁଅର ମନ
ମନେ ରଖିବୁ ତାଙ୍କ ପ୍ରେମଟା ଅଢେଇ ଦିନ
ଝିଅ ଭାଙ୍ଗେ ବେସି ପୁଅର ମନ
ମନେ ରଖିବୁ ତାଙ୍କ ପ୍ରେମଟା ଅଢେଇ ଦିନ



Credits
Writer(s): R Chiku
Lyrics powered by www.musixmatch.com

Link