Jai Phula

ତୋ round-round ଆଖି ହାଏ, سبحان الله
ତୋ sweet-sweet smile ମୋତେ ମାରିଦେଲା

ତୋ mind-blowing ଚେହେରା କଲା ମତୁଆଲା
ତୋ Robin Hood style ମୋତେ ସାରିଦେଲା

ରୂପ ତୋର awesome, ରଙ୍ଗ ତୋର मौसम
ପାୟଲ ଇଏ ଛମ୍-ଛମ୍, दिल बोले सरगम
ଆଲୋ, ବୁଲେଇନେବି ଡୁଙ୍ଗୁରିପାଲି, via ରେଢ଼ାଖୋଲ ଲୋ
(via ରେଢ଼ାଖୋଲ ଲୋ, via ରେଢ଼ାଖୋଲ ଲୋ)

ଏ ଜାଇଫୁଲ ଲୋ, ଜାଇଫୁଲ
ତୋତେ କରିବି ଟିକେ ଗେଲ
ଜାଇଫୁଲ ମୁଁ, ଜାଇଫୁଲ
କେତେ କରୁଛୁ ମୋତେ ଗେଲ?
ଏ ଜାଇଫୁଲ ଲୋ, ଜାଇଫୁଲ
ତୋତେ କରିବି ଟିକେ ଗେଲ, ଆ ଗେଲ, ଆ ଗେଲ-ଗେଲ-ଗେଲ

ହାଁ, baby ତୋର ଛାୟା ମୋତେ ବାୟା କଲାଣି
ଧୀରେ-ଧୀରେ पास आजा, हौले-हौले ଦେଇଯା ମଜା
ହେଇଯା ମୋର ତୁ दिल की रानी

ହଁ, ଜାନୁ ତୋର जलवा ମୋତେ ମାୟା କଲାଣି
ହଲଚଲ ହଉଛି ମନ, ବୋଲ ଜମା ମାନୁନି ଧନ
ନେଇଯା ମୋତେ ରେ କରି ତୁ ଗୁଣି

ଏ ଝୁମକାବାଲି, ତୋ ଠୁମକା ଚାଲି
ମୁଁ कच्ची-कली, ମନ ସିଲି-ସିଲି
ଆଲୋ ବୁଲେଇନେବି ଲଳିତଗିରି, via ଚଣ୍ଡିଖୋଲ ଲୋ
(via ଚଣ୍ଡିଖୋଲ ଲୋ, via ଚଣ୍ଡିଖୋଲ ଲୋ)

ଏ ଜାଇଫୁଲ ଲୋ, ଜାଇଫୁଲ
ତୋତେ କରିବି ଟିକେ ଗେଲ
ଜାଇଫୁଲ ମୁଁ, ଜାଇଫୁଲ
କେତେ କରୁଛୁ ମୋତେ ଗେଲ?
ଏ ଜାଇଫୁଲ ଲୋ, ଜାଇଫୁଲ
ତୋତେ କରିବି ଟିକେ ଗେଲ, ଆ ଗେଲ, ଆ ଗେଲ-ଗେଲ-ଗେଲ

ଏ hero ତୋର style ମୋତେ ଲୁଟିନେଲାଣି
ଉଡ଼ି-ଉଡ଼ି ଯାଉଛି ମନ, ଧୀରେ-ଧୀରେ ବଢୁଛି ପ୍ରେମ
ଖସିଯାଉଛି ମୋ ନାଲି-ଓଢଣୀ

ଏ, ହାଏ ମୋର छोरी, ତୁ ଲୋ କନ୍ୟାକୁମାରୀ
ଦେ-ଦେ ଦିଲର ଧରା, ଆଲୋ ମୋ ଲୋଟଣୀ ପାରା
ତୋବିନା जान ମୋ ଦେବି ଲୋ ହାରି

ମୁଁ ଚୁଲବୁଲି, ପ୍ରେମରେ ପଡିଲି
ରାଜିହେଲେ daily ନେବି ନୂଆ ଦିଲ୍ଲୀ
ଆରେ, ନେଇଯା ମୋତେ ଦାରିଙ୍ଗିବାଡି, via ବୁଦ୍ଧଖୋଲ ଲୋ
(via ବୁଦ୍ଧଖୋଲ ଲୋ, via ବୁଦ୍ଧଖୋଲ ଲୋ)

ଏ ଜାଇଫୁଲ ଲୋ, ଜାଇଫୁଲ
ତୋତେ କରିବି ଟିକେ ଗେଲ
ଜାଇଫୁଲ ମୁଁ, ଜାଇଫୁଲ
କେତେ କରୁଛୁ ମୋତେ ଗେଲ?
ଏ ଜାଇଫୁଲ ଲୋ, ଜାଇଫୁଲ
ତୋତେ କରିବି ଟିକେ ଗେଲ, ଆ ଗେଲ, ଆ ଗେଲ-ଗେଲ-ଗେଲ



Credits
Writer(s): Biraja Prasad
Lyrics powered by www.musixmatch.com

Link