Ama Friendship

ତୁ ହେଲେ ଦେହ ମୋର
ମୁଁ ପରା ଛାଇ ତୋର
ଜାଣିଛି ଏ ଦୁନିଆଁ

ଆମ friendship (friendship, friendship, friendship)

ତୁ ଯେବେ ହଉ ଖୁସି
ହୁଏ ମୁଁ ଭାରି ଖୁସି
ଦୁଃଖ କଣ ଜାଣେନା

ଆମ friendship (friendship, friendship, friendship)
ଆମ friendship (friendship, friendship, friendship)

ମନକଥା ତୋର ମତେ ସବୁ ଜଣା
ମୁଁ ହେଲି ବାଟ ତୁ ମୋ ଠିକଣା
କେହି ଭାଙ୍ଗି ପାରେନା

ଆମ friendship (friendship, friendship, friendship)
ହଁ, ଆମ friendship (friendship, friendship, friendship)

କାହାକୁ କେବେ କହିନି ଯାହା
ତୋ ଆଗରେ ସବୁ କହେ
ଯେତେ ବି କଥା ହେଲେ ତୋ ସାଥେ
ହେଲେ ବି ଅଧୁରା ରହେ

ହୋ, କାହାକୁ କେବେ କହିନି ଯାହା
ତୋ ଆଗରେ ସବୁ କହେ
ଯେତେ ବି କଥା ହେଲେ ତୋ ସାଥେ
ତଥାପି ଅଧୁରା ରହେ

ତୁ ତ ଯଉଠି
ମୁଁ ତ ସେଇଠି
ନିଜକୁ ଖୋଜିଲେ ପାଏ ମୁଁ ତୋଠି
ସବୁଠାରୁ ଅଲଗା

ଆମ friendship (friendship, friendship, friendship)
ହଁ, ଆମ friendship (friendship, friendship, friendship)

ପାଦରେ ତୋର ଫୁଟିଲେ କଣ୍ଟା
ମତେ ହୁଏ ଭାରି କଷ୍ଟ
ସବୁ କଷ୍ଟ ମୁଁ ଯାଉଛି ଭୁଲି
ଯେବେଠୁ ହେଇଛି ଭେଟ

ହଁ, ପାଦରେ ତୋର ଫୁଟିଲେ କଣ୍ଟା
ମତେ ହୁଏ ଭାରି କଷ୍ଟ
ସବୁ କଷ୍ଟ ମୁଁ ଯାଉଛି ଭୁଲି
ଯେବେଠୁ ହେଇଛି ଭେଟ

ଲାଗିଯିବ କାଳେ କାହାର ନଜର
ଲଗେଇଦେ ତାକୁ ଟିକିଏ କଜଳ
ରହିଥାଉ ଏମିତି

ଆମ friendship (friendship, friendship, friendship)
ହଁ, ଆମ friendship (friendship, friendship, friendship)
ହଁ-ହଁ, ଆମ friendship (friendship, friendship, friendship)

Credits
Writer(s): Asad Nizam
Lyrics powered by www.musixmatch.com

Link