To Pari Bhai Jagate Nahin

ହୋ-ଓ-ଓ-ହୋ
ହୋ-ଓ-ଓ-ଓ-ଓ-ହୋ
ହୋ-ଓ-ଓ-ହୋ
ହୋ-ଓ-ଓ-ଓ-ଓ-ହୋ

ଲୁହ ଟୋପେ, ଝରିଗଲେ
ମୋ ଆଖିରୁ
ମୋ ଆଖିରୁ

ଦୁଇ ଟୋପା, ଲୁହ ଝରେ
ତୋ ଆଖିରୁ
ତୋ ଆଖିରୁ

ମୋ ସୁନା ଭାଇରେ
ତୋ ମୁହଁ ଚାହିଁରେ
ମୋ ସୁନା ଭାଇରେ
ତୋ ମୁହଁ ଚାହିଁରେ
ହସଫୁଲ ଝରିପଡେ ମୋ ଓଠରୁ

ହୋ-ଓ-ଓ-ହୋ
ହୋ-ଓ-ଓ-ଓ-ଓ-ହୋ
ହୋ-ଓ-ଓ-ହୋ
ହୋ-ଓ-ଓ-ଓ-ଓ-ହୋ

ହୋ-ଓ-ଓ-ହୋ
ହୋ-ଓ-ଓ-ଓ-ଓ-ହୋ

ମୁଁ ଯେବେ ମାଗିଛି ତାରା ଦେଇଛୁ ଜହ୍ନ
ଏମିତି ଡୋରିରେ ବନ୍ଧା ଆମ ଜୀବନ
ମୁଁ ଯେବେ ମାଗିଛି ତାରା ଦେଇଛୁ ଜହ୍ନ
ଏମିତି ଡୋରିରେ ବନ୍ଧା ଆମ ଜୀବନ

ଏ ଜୀବନେ ରାଗରୁଷା ମିଛିମିଛିକା
ସବୁଦିନ ଏଇ ପ୍ରେମ ସତସତିକା

ମୋ ସୁନା ଭାଇରେ
ତୋ ସ୍ନେହ ପାଇରେ
ମୋ ସୁନା ଭାଇରେ
ତୋ ସ୍ନେହ ପାଇରେ
ହାରିବିନି କେବେ ମୁଁ ଯେ କାହା ପାଖରୁ

ହୋ-ଓ-ଓ-ହୋ
ହୋ-ଓ-ଓ-ଓ-ଓ-ହୋ
ହୋ-ଓ-ଓ-ହୋ
ହୋ-ଓ-ଓ-ଓ-ଓ-ହୋ

ହୋ-ଓ-ଓ-ହୋ
ହୋ-ଓ-ଓ-ଓ-ଓ-ହୋ

ତୁ ମୋ ବାଟ ଠିକଣା ଖରାରେ ଛାଇ
ତୋ ପରି ଭାଇଟେ ଆଉ ଜଗତେ ନାହିଁ
ତୁ ମୋ ବାଟ ଠିକଣା ଖରାରେ ଛାଇ
ତୋ ପରି ଭାଇଟେ ଆଉ ଜଗତେ ନାହିଁ

ମାରୁ ଯେତେ ଘଡ଼ଘଡ଼ି ଥାଉ ଅନ୍ଧାର
ତୁ ଥିଲେ ସାଥୀରେ ନାହିଁ କାହାକୁ ଡ଼ର

ମୋ ସୁନା ଭାଇରେ
ତୋ ହାତ ଧରିରେ
ମୋ ସୁନା ଭାଇରେ
ତୋ ହାତ ଧରିରେ
ଚାଲୁଛି ମୁଁ ଚାଲୁଥିବି ବାଟ ନ ସରୁ

ହୋ-ଓ-ଓ-ହୋ
ହୋ-ଓ-ଓ-ଓ-ଓ-ହୋ
ହୋ-ଓ-ଓ-ହୋ
ହୋ-ଓ-ଓ-ଓ-ଓ-ହୋ
ହୋ-ଓ-ଓ-ହୋ
ହୋ-ଓ-ଓ-ଓ-ଓ-ହୋ
ହୋ-ଓ-ଓ-ହୋ
ହୋ-ଓ-ଓ-ଓ-ଓ-ହୋ



Credits
Writer(s): Bikash Das
Lyrics powered by www.musixmatch.com

Link