Dhana Tike Hasi Dauna

Sorry-sorry ହେଇଗଲା ଡେରି
କହୁଛି ମୁଁ ଦୁଇକାନ ଧରି
Sorry-sorry ହେଇଗଲା ଡେରି
କହୁଛି ମୁଁ ଦୁଇକାନ ଧରି

ଶୁଣିଯା ମୋର ସୋନା
ହାଏ ମୁଁ ତୋର दीवाना
କାଇଁ କରୁଛୁ ମନା
ହାଏ ଶୁଣୁ ମୋ ମଇନା

କଥା ତମେ କାଇଁ ବୁଝୁନ

ଏ ଧନ
ଏ ଧନ
ଧନ ଟିକେ ହସି ଦଉନ
ଧନ ଟିକେ ହସି ଦଉନ

Silly ଗୋଟେ mistake ପାଇଁ
Silly ଗୋଟେ mistake ପାଇଁ ଏତେ ରାଗ
ଶୀତଋତୁରେ ଯେମିତି ତମେ ଖରାପାଗ
ହଁ, sad melody heart ଭିତରେ କରନାହିଁ
ଯୋଡ଼ିଟା ଆମ trending ବାଲା ହାଇଫାଇ

ମାନିଯା ଥରେ baby
ମୁଁ ନୁହେଁରେ शराबी
ଆମେ ତ nibba nibbi
ଜମା ନୁହେଁରେ फरेबी

କଥା ପଦେ କାଇଁ ହଉନ

ଏ ଧନ
ଧ-ଧ, ଧ-ଧ, ଧ-ଧ, ଧନ
ଧନ ଟିକେ ହସି ଦଉନ
ଧନ ଟିକେ ହସି ଦଉନ, ହଁ

ଏମିତି କାଇଁ ହଉଛ ଧନ
ଏମିତି କାଇଁ ହଉଛ ଧନ ଭାବିକି ଦେଖ
ମୁଁ ତମର शोनाबाबू ଥରେ ତ ଡ଼ାକ
ଆରେ matter ଯାହା ହେଇଛି ଆଜି ଯାଅ ଭୁଲି
ମନରେ ଯଦି ରଖିଛ କିଛି କୁହ ଖୋଲି

Heart ରେ सेहनाई
ଟିକେ ଦିଅଗୋ ବଜାଇ
Mood fresh ପାଇଁ
ଦିଅ kiss ଟେ ଉଡ଼େଇ

Feel ଦେଇ look ଦଉନ

ଏ ଧନ
ଏ ଧନ
ଧନ ଟିକେ ହସି ଦଉନ
ଧନ ଟିକେ ହସି ଦଉନ



Credits
Writer(s): Jn Padma, Sangram Jeet
Lyrics powered by www.musixmatch.com

Link