Aji Kain Mate Emiti Laguchhi

ଆଜି କାଇଁ ମତେ ଏମିତି ଲାଗୁଛି?
ଆକାଶ ଟା ପୃଥିବୀରେ ସତେ କି ମିଶୁଛି

ଆଜି କାଇଁ ମତେ ଏମିତି ଲାଗୁଛି?
ଜହ୍ନ ବଧେ ପାପୁଲିରେ ଖସି କି ପଡିଛି

ସେଇ ଜହ୍ନ ପରି ମୁଁହ ତୋର ଦିଶେ
ତୋ ମୁଁହ କୁ ଦେଖି ମନ ମୋର ହସେ
ସେଇ ମନ ଅଜାଣତେ ତତେ ଦେଇଛି

କେବେ ବୁଝିବୁ ରେ ତୁ? କେତେ ଭଲ ମୁଁ ପାଉଛି
କେବେ ବୁଝିବୁ ରେ ତୁ? କେତେ ଭଲ ମୁଁ ପାଉଛି
କେବେ ବୁଝିବୁ ରେ ତୁ? କେତେ ଭଲ ମୁଁ ପାଉଛି
କେବେ ବୁଝିବୁ ରେ ତୁ? କେତେ ଭଲ ମୁଁ ପାଉଛି

ମୁଁ ଧରିଦେଲେ କଲମ ତୋ ନାଁ ଲେଖିଦେଉଛି
ତୂଳୀଟେ ଛୁଇଁଲେ ତୋ ଛବି ଆଙ୍କୁଛି

ହଁ, ତୁ ଲେଖିଦେଲୁ ଯେବେଠୁ ତୋ ନାଁ ସାଥେ ମୋ ନାଁ
ସେବେଠାରୁ ପାଇଗଲି ପ୍ରେମର ନୂଆ ଗାଁ

ଏଇ ଜୀବନରେ ପ୍ରେମ ଥରେ ହେଲେ
ହୃଦୟ ଦରଜା ଆପେ ଆପେ ଖୋଲେ
ସେଇ ଛୋଟ ହୃଦୟରେ ତତେ ରଖିଛି

କେବେ ବୁଝିବୁ ରେ ତୁ? କେତେ ଭଲ ମୁଁ ପାଉଛି
କେବେ ବୁଝିବୁ ରେ ତୁ? କେତେ ଭଲ ମୁଁ ପାଉଛି
କେବେ ବୁଝିବୁ ରେ ତୁ? କେତେ ଭଲ ମୁଁ ପାଉଛି
କେବେ ବୁଝିବୁ ରେ ତୁ? କେତେ ଭଲ ମୁଁ ପାଉଛି

ଏ ଈଶ୍ୱର ବାରଦାନ ଆମ ଦୁହିଁଙ୍କର ପ୍ରେମ
ଅଲଗା କେବେ ହବନି, କେବେ ଦୁଇଟି ମନ

ହୋ, ହାଏ ମୋ ମନ ଅଗଣା ହଁ ପାଇଲା ତୋ ଠିକଣା
ଠିକଣାକୁ ପାଇ ତତେ ଭାବିଲା ସେ ଆପଣା

ହୋ, ପୁଜାରିଣୀ ହେଇ ସଞ୍ଜ ସକାଳରେ
ଦୀପ ଜାଳୁଛି ମୁଁ ମନ୍ଦିର ବେଢାରେ
ତୋ ପାଇଁ ଈଶ୍ୱରଙ୍କୁ ନୀତି ପୂଜୁଛି

କେବେ ବୁଝିବୁ ରେ ତୁ? କେତେ ଭଲ ମୁଁ ପାଉଛି
କେବେ ବୁଝିବୁ ରେ ତୁ? କେତେ ଭଲ ମୁଁ ପାଉଛି
କେବେ ବୁଝିବୁ ରେ ତୁ? କେତେ ଭଲ ମୁଁ ପାଉଛି
କେବେ ବୁଝିବୁ ରେ ତୁ? କେତେ ଭଲ ମୁଁ ପାଉଛି



Credits
Writer(s): Bibhun Kumar Sahoo, Chinmay Dash, Soumya Bal
Lyrics powered by www.musixmatch.com

Link