Madhubala

तुम्हारे रूप के सामने
हर रंग बेरंग पड़ जाएँगे
तुम्हारे रूप के सामने
हर रंग बेरंग पड़ जाएँगे
अगर तुम पटोगी नहीं
तो माँ कसम बीच सड़क पे मर जाएँगे

ତୋ ପଛରେ ଗୋଡ଼େଇ-ଗୋଡ଼େଇ ବରଗମ୍ ଧରିଗଲା
ତୋ ପଛରେ ଗୋଡ଼େଇ-ଗୋଡ଼େଇ ବରଗମ୍ ଧରିଗଲା

ଚାହିଁଦେଲେ ଥରେ କଣହବ ଭଲା?

ମଧୁବାଲା, ହୋ-ହୋ ମଧୁବାଲା
ମଧୁବାଲା, ହୋ-ହୋ ମଧୁବାଲା

ତୋ ବୋଉକୁ ତେଲେଇ-ତେଲେଇ ବୟସ ମୋ ଗଡ଼ିଗଲା
ତୋ ବୋଉକୁ ତେଲେଇ-ତେଲେଇ ବୟସ ମୋ ଗଡ଼ିଗଲା

ରାଜି ହେଇଗଲେ କଣହବ ଭଲା?

ମଧୁବାଲା, ହୋ-ହୋ ମଧୁବାଲା
ମଧୁବାଲା, ହୋ-ହୋ ମଧୁବାଲା

ମହୁଲି ତୋର ମନଟା, ଝିଅଟେ ଚୋଖା ଜହ୍ନଟା
ନ ଦେଖିଲେ ସରେନି ମୋର ସାରା ଦିନଟା
ହୋ, ହେଲିଣି ପୁରା ଉଚ୍ଛନ୍ନ, ଦେଖିଲା ଦିନୁ ବଦନ
ମୋ ବେଳକୁ କରୁଛୁ କିଆଁ ଏତେ सन्नाटा

ତୋ ଭାଇକୁ ବୁଲେଇ-ବୁଲେଇ ରାତିଦିନ ସରିଗଲା
ତୋ ଭାଇକୁ ବୁଲେଇ-ବୁଲେଇ ରାତିଦିନ ସରିଗଲା

ବସିଗଲେ ପାଖେ କଣହବ ଭଲା?

ମଧୁବାଲା, ହୋ-ହୋ ମଧୁବାଲା
ମଧୁବାଲା, ହୋ-ହୋ ମଧୁବାଲା

ଓଠଟା ତୋର ଗୋଲାପି, ଲାଗୁଛି pink ଜିଲାପି
ସିରାରୁ ମଣି ଆଣିଛି ଛାଣି ଦବାକୁ ବାଟି
ହୋ, ହଉ ତୁ କିଆଁ ଫୁଲେଇ, ନେବି ମୁଁ ତତେ ବୁଲେଇ
ଦେଇଦେ ଗୋଟେ ଛାତ ଉପରେ जादू की झप्पी

ତୋ ପଛରେ ଉଡ଼େଇ-ଉଡ଼େଇ ଟଙ୍କା ସବୁ ସରିଗଲା
ତୋ ପଛରେ ଉଡ଼େଇ-ଉଡ଼େଇ ଟଙ୍କା ସବୁ ସରିଗଲା
ହସିଦେଲେ ଥରେ କଣହବ ଭଲା?

ମଧୁବାଲା, ହୋ-ହୋ ମଧୁବାଲା
ମଧୁବାଲା, ହୋ-ହୋ ମଧୁବାଲା
ମଧୁବାଲା, ହୋ-ହୋ ମଧୁବାଲା
ମଧୁବାଲା, ହୋ-ହୋ ମଧୁବାଲା



Credits
Writer(s): Asad Nizam, Bimugdha Das, Janmejaya Panda
Lyrics powered by www.musixmatch.com

Link