Ja Re Ja Prema Karibini

ହେ-ଏ-ଏ
ହୋ-ଓ-ଓ

ମତେ ଛାଡ଼ି ତୁ ଗଲାପରେ
ଜିଇଁବା ଶିଖିଲି ମୁଁ ଖୁସିରେ
ମତେ ଛାଡ଼ି ତୁ ଗଲାପରେ
ଜିଇଁବା ଶିଖିଲି ମୁଁ ଖୁସିରେ

ଆଜିକାଲି ତୁ ଆଉ କାହାର ଗଲୁଣି ହେଇ

ଯା', ଯା', ଯା'-ଯା' ମୁଁ ତୋତେ ଝୁରିବି ନାହିଁ
ଯା'-ଯା' ରେ ତତେ ଭଲପାଇବି ନାହିଁ
ଯା', ଯା', ଯା'-ଯା' ମୁଁ ତୋତେ ଝୁରିବି ନାହିଁ
ଯା'-ଯା' ରେ ତତେ ଭଲପାଇବି ନାହିଁ

ଯେଉଁ ଝିଅକୁ ହୃଦୟ ଦେଲି
ସମ୍ପର୍କର ମାନେ ବୁଝିଲା ନାହିଁ

ଯା', ଯା', ଯା'-ଯା' ରେ ମୁଁ ତୋତେ ଝୁରିବି ନାହିଁ
ଯା'-ଯା' ରେ ତତେ ଭଲପାଇବି ନାହିଁ

ହୋ-ଓ-ଓ
ହୋ-ଓ-ଓ

ସକାଳ ରେ ଆସିଥିଲୁ ସଞ୍ଜବେଳେ ଚାଲିଗଲୁ
ଦିନକରେ ବଦଳି ଗଲୁ
ଦୁନିଆକୁ ହାତେ ଦେଲୁ, ଏକା କରି ଚାଲିଗଲୁ
କେତେବେଳେ ତୁ ଯେ ଥିଲୁ?

ମୁଁ ସପନ ନଈରେ ବୁଡ଼ିଥିଲି
ତୋ ଛଳନା ମୁଁ ଯେ ଜାଣିଲିନି
ଯେଉଁ ଛଳନା ଲଗାଏ ନିଆଁ
ସେ ନିଆଁକୁ ଆଉ ଛୁଇଁବି ନାହିଁ

ଯା', ଯା', ଯା'-ଯା' ରେ ମୁଁ ତୋତେ ଝୁରିବି ନାହିଁ
ଯା'-ଯା' ରେ ତତେ ଭଲପାଇବି ନାହିଁ
ଯା', ଯା', ଯା'-ଯା' ରେ ମୁଁ ତୋତେ ଝୁରିବି ନାହିଁ
ଯା'-ଯା' ରେ ତତେ ଭଲପାଇବି ନାହିଁ

ବଗିଚାରେ ଫୁଲ ଯେତେ, କରୁଥିଲେ ଚର୍ଚ୍ଚା କେତେ
ତୋ ପ୍ରେମ ମୋ ପ୍ରେମକୁ
ଏ ଯାଏଁ ସବୁକିଛି ଯେମିତି ସେମିତି ଅଛି
ପ୍ରେମିକା ଟେ ତୁ ନାଆକୁ

ତୁ ପଚାରେ ଥରେ ତୋ ମନକୁ
ତୁ ବୁଝିବୁ ଯାଇ ମୋ ପ୍ରେମକୁ

ଯେଉଁ ଗଳିରେ ତୋ ପ୍ରେମକୁ ମନା
ସେ ଗଳିରେ ପାଦ ପଡ଼ିବ ନାହିଁ

ଯା', ଯା', ଯା'-ଯା' ରେ ତତେ ମୁଁ ଝୁରିବି ନାହିଁ
ଯା'-ଯା' ରେ ତତେ ଭଲପାଇବି ନାହିଁ
ଯା', ଯା', ଯା'-ଯା' ରେ ତତେ ମୁଁ ଝୁରିବି ନାହିଁ
ଯା'-ଯା' ରେ ତତେ ଭଲପାଇବି ନାହିଁ

ଯେଉଁ ଝିଅକୁ ହୃଦୟ ଦେଲି
ସମ୍ପର୍କର ମାନେ ବୁଝିଲା ନାହିଁ

ଯା', ଯା', ଯା'-ଯା' ରେ ତତେ ମୁଁ ଝୁରିବି ନାହିଁ
ଯା'-ଯା' ରେ ତତେ ଭଲପାଇବି ନାହିଁ



Credits
Writer(s): Guru Datta, Saroj Samal
Lyrics powered by www.musixmatch.com

Link