Rahi Jaichi Eka Eka Re

ତୋ ପ୍ରେମ ମୋ ପାଇଁ ମିଛଥିଲା
ଏ ମନ ଆପେ-ଆପେ ବୁଝିଗଲା
ତୋ ପ୍ରେମ ମୋ ପାଇଁ ମିଛଥିଲା
ଏ ମନ ଆପେ-ଆପେ ବୁଝିଗଲା

ବୁଝେଇଛି ମୋ ମନକୁ
ଭୁଲିବାକୁ ତତେ ଧିରେ-ଧିରେ

ରହିଯାଇଛି ଏକା ଏକାରେ
ରହିଯାଇଛି ଏକା ଏକାରେ
ରହିଯାଇଛି ଏକା ଏକାରେ
ରହିଯାଇଛି ଏକା ଏକାରେ

ତୋ ପାଖେ ଏ ମନ ଖୁସିଥିଲା
କାହା ପାଇଁ ଆଜି ରୁଷିଗଲା?
ବାକି ଅଛି କଥା କେତେ
କହି ପାରିଲିନି କେବେ ଥରେ

ରହିଯାଇଛି ଏକା ଏକାରେ
ରହିଯାଇଛି ଏକା ଏକାରେ
ରହିଯାଇଛି ଏକା ଏକାରେ
ରହିଯାଇଛି ଏକା ଏକାରେ

ପ୍ରଜାପତିର ଏ ରଙ୍ଗ ଯାଇଛି ହଜି
ମରୀଚିକା ଲାଗେ ଚିହ୍ନା ମୁହଁଟା ଆଜି
ଟିକେ-ଟିକେ ଅଭିମାନ ଦୂରେଇଦେଲା
ହସୁଥିବା ଆଖିକୁ ସେ ଭିଜେଇ ଦେଲା

ମନାକରେ ମୋ ହୃଦୟ
ଚାଲିବାକୁ ପୁଣି ସେ ବାଟରେ

ରହିଯାଇଛି ଏକା ଏକାରେ
ରହିଯାଇଛି ଏକା ଏକାରେ
ରହିଯାଇଛି ଏକା ଏକାରେ
ରହିଯାଇଛି ଏକା ଏକାରେ

ପବନଟା ଦୋଷୀ ବୋଲି ବାଦଲ କହେ
ଉଡୁଥିବା ଗୁଡ଼ିକୁ ସେ ଦେଲା ଭିଜେଇ
ପରିଚିତ ଚିହ୍ନା ମୁହଁ ଦୂରେଇ ଗଲା
ଟୋପା-ଟୋପା ଲୁହ ଧାରେ ମିଳେଇ ଗଲା

ହୋ, ଡ଼ର ଲାଗେ ନିଜ ଛାଇ
ଦେଖିବାକୁ ଆଜି ନିରୋଳାରେ

ରହିଯାଇଛି ଏକା ଏକାରେ
ରହିଯାଇଛି ଏକା ଏକାରେ
ରହିଯାଇଛି ଏକା ଏକାରେ (ହୋ-ହୋ-ହୋ-ହୋ-ହୋ)
ରହିଯାଇଛି ଏକା ଏକାରେ (ହୋ-ହୋ-ହୋ-ହୋ-ହୋ)



Credits
Writer(s): Asad Nizam, Kumarshree Sahoo
Lyrics powered by www.musixmatch.com

Link