I Love You

ତୁ ମୋ ଲୈଲା, ଓରେ ଲୈଲା
ହାଏ ଲୈଲା ତତେ love କରୁଛି ମୁଁ
ତୁ ମୋ ଲୈଲା, ଓରେ ଲୈଲା
ହାଏ ଲୈଲା ତତେ love କରୁଛି ମୁଁ

Heart ରେ, ମୋ Heart ରେ
Heart ରେ, ମୋ Heart ରେ
ତତେ save କରିଛି ମୁଁ

ଶିଲା I love you
ଶିଲା I love you
ଶିଲା I love you
ଶିଲା I love you

ତୋ ପାଇଁ ମୁଁ ଦେଖି ଆସିଛି ମଙ୍ଗଳ ଗ୍ରହରେ ଜଳ
ଜାଗା କିଣିଛି ଘର କରିଛି ରହିବା ତୋର ମୋର
ତୁ କହିଲେ ତୋ ପାଇଁ ମୁଁ ପାଣିରେ କାଟିବି ଗାର
ତୁ କହିଲେ ତୋ ପାଇଁ ମୁଁ ନିଆଁରେ ଖେଳିବି ଖେଳ

ତୁ ମୋ ଲୈଲା, ଓରେ ଲୈଲା
ହାଏ ଲୈଲା ତତେ प्यार କରୁଛି ମୁଁ
ତୁ ମୋ ଲୈଲା, ଓରେ ଲୈଲା
ହାଏ ଲୈଲା ତତେ प्यार କରୁଛି ମୁଁ

App ରେ, WhatsApp ରେ
App ରେ, WhatsApp ରେ
दिल save କରିଛି ମୁଁ

ଶିଲା I love you
ଶିଲା I love you
ଶିଲ୍, ଶିଲ୍, ଶିଲା I love you
ଶିଲା I love you

ମୁଁ ଛାପିଛି ମୋ ଛାତିରେ ତୋ awesome ଛବି
ମୁଁ ଲେଖୁଛି ସବୁ ରାତିରେ ଆମ love story movie
ତୁ କହିଲେ ତୋ ରଙ୍ଗରେ ରଙ୍ଗେଇ ଦେବି ରାତି
ତୁ କହିଲେ ତୋ ଛାତିରେ ଟଙ୍ଗେଇ ଦେବି ମୋ ଛାତି

ତୁ ମୋ ଲୈଲା, ଓରେ ଲୈଲା
ହାଏ ଲୈଲା ତତେ ପ୍ରେମ କରୁଛି ମୁଁ
ତୁ ମୋ ଲୈଲା, ଓରେ ଲୈଲା
ହାଏ ଲୈଲା ତତେ ପ୍ରେମ କରୁଛି ମୁଁ

Life ରେ, ମୋ life ରେ
Life ରେ, ମୋ life ରେ
ଭଲ କାମ କରୁଛି ମୁଁ

ଶିଲା I love you
ଶିଲା I love you
ଶିଲା I love you
ହୋ, ଶିଲା I love you



Credits
Writer(s): Prem Anand
Lyrics powered by www.musixmatch.com

Link