Lachaka Mani Baby

ହାଏ ଲୋ ମୋ ଝମ୍ପରବାଲି, ନାଲି ଝିଣ୍ଟିକା
ତତେ ଦେଖି ଦିଲଟା ହୁଏ ବିନ୍ଧା-ଝିଟିକା
ହଁ, ବାଇୟାଟା ଖାଇଦବୁ ଯା' ଜ୍ୱର ବଟିକା
ଘର ବାଟେ କରନା ଆଉ ନୃତ୍ୟ-ନାଟିକା

ତୋ ରାଣ, ମୋ ପ୍ରାଣ ମୁଁ ତୋ ପାଇଁ ଦେଇଦେବି ଲୋ

ଲଚକମଣି baby ଲୋ, boyfriend ତୋର ହେବି ଲୋ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି ଲୋ
ଏ, ଲଚକମଣି baby ରେ, ଚକମା ଦେଖେଇ ଦେବି ରେ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ଗାଇଯିବି

ହେ, शोना, ହାଏ ତୁ ସୁନ୍ଦରୀ ମଇନା
ତୋର ଟୁକୁରୁ-ଟୁକୁରୁ ଆଖି ଦି'ଟା କଲା ରେ ପାଗଲା ଦିୱାନା
ହେ, ଗେଣ୍ଡା, ଏତେ ତୁ style ମାରନା
ବେସି ଛୁନ୍ଦୁରୁ-ମୁନ୍ଦୁରୁ କଥା କହିଲେ, ଦେଖିବୁ ସଦର ଥାନା

ହେ छोरी, ହବୁ ଚୋରି, ଗଲେ ପଛେ ଥାନାକୁ ମୁଁ ଯିବି ଲୋ

ଲଚକମଣି baby ଲୋ, boyfriend ତୋର ହେବି ଲୋ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି
ଆଏ-ହାଏ, ଲଚକମଣି baby ରେ, ଚକମା ଦେଖେଇ ଦେବି ରେ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ଗାଇଯିବି

ତାନାନା-ନାନା-ତାନାନା
ତାନାନା-ନାନା-ତାନାନା
ତାନାନା-ନାନା-ତାନାନା

ଏ mummy, ଟୋକାଟା ହତାଶ ପ୍ରେମୀ
ଆରେ ଲାଗୁଛି ଯେମିତି ପ୍ରେମ-vitamin ଯାଇଛି ତା ଦେହରୁ କମି
ହେ, ମଣି, ଶୁଣାଣି ଏତେ କାହାଣୀ
ତୁ ନଗଲେ କୁଲୁ-କୁଲୁ ହୁଏ ଯିବାକୁ ତୋ ସାନ ଭଉଣୀ

ହଉ ଧନ, ଦେଲି ମନ, କହ କେବେ କରିବୁ ତୋ baby ରେ?

ହଁ, ଲଚକମଣି baby ରେ, girlfriend ତୋର ହେବି ରେ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ତୋ ସାଥେ ଯିବି
ହଁ, ଲଚକମଣି baby ଲୋ, boyfriend ତୋର ହେବି ଲୋ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି
ଆଏ-ହାଏ, ଲଚକମଣି baby ରେ, girlfriend ତୋର ହେବି ରେ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ତୋ ସାଥେ ଯିବି
ହଁ, ଲଚକମଣି baby ଲୋ, boyfriend ତୋର ହେବି ଲୋ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି



Credits
Writer(s): Jn Padma
Lyrics powered by www.musixmatch.com

Link