Lilabati

Go

(Go)
ପ୍ରାଣ-ସଙ୍ଗିନୀ (ما شاء الله)
ଲାଗୁ ରଙ୍ଗିନୀ (ما شاء الله)
କଉ ଏମିତି ରଙ୍ଗ ନାହିଁ ରେ, ଯୋଉ ରଙ୍ଗ ତୋ'ଠି ଲାଗିନି

ଏ, ପ୍ରାଣ-ସଙ୍ଗିନୀ (ما شاء الله)
ଲାଗୁ ରଙ୍ଗିନୀ (ما شاء الله)
କଉ ଏମିତି ରଙ୍ଗ ନାହିଁ ରେ, ଯୋଉ ରଙ୍ଗ ତୋ'ଠି ଲାଗିନି

ଢାଙ୍କିଛୁ କି ଦେହ, ଚାନ୍ଦିନୀର ଚାଦରରେ?
ଚକା-ଚାନ୍ଦ ମୁହଁ ଉଇଁଲେ ତୋ ଝରକାରେ

ଖରାବେଳଟା ବି ଲାଗେ ମୋତେ କାଇଁ ଶୀତପାହାନ୍ତି?

ଏ, ଲୀଳାବତି, ଲୀଳାବତି
ତୋତେ ଭାବି ଚୁନ୍-ଚୁନ୍ ହେଇଯାଏ ଛାତି
ଏ, ଲୀଳାବତି, ଲୀଳାବତି
ତୋତେ ଭାବି ଚୁନ୍-ଚୁନ୍ ହେଇଯାଏ ଛାତି

(Go)

(Go)
ତିରିଛି ଚାହାଣି ଦେଇ, କଲବଲ କଲୁ କାଇଁ?
ବୁଝି-ବିଚାରି, ସଜକୁଆଁରୀ ଯା' ତୁ ମୋର ହେଇ
ଖଣ୍ଡ ମଣ୍ଡଳରେ କେହି ଜଣେ ବି ତୋ'ପରି ନାହିଁ
ଉତୁରା ନିଶା ଚଢ଼େ ରେ ପୁଣି, କିଛି ବି ଦେଲେ ତୁ କହି

Chewing-gum ପରି ଲାଗିଗଲୁ ମନସାରା
ବିନା ସଜରେ ବି ଦିଶୁଛୁ ତୁ ଜାରାଖାରା

ବିନା ବାରୁଦରେ ନିଆଁ ଲଗଉଛୁ, କହ କେମିତି

ଏ, ଲୀଳାବତି, ଲୀଳାବତି
ତୋତେ ଭାବି ଚୁନ୍-ଚୁନ୍ ହେଇଯାଏ ଛାତି
ଏ, ଲୀଳାବତି, ଲୀଳାବତି
ତୋତେ ଭାବି ଚୁନ୍-ଚୁନ୍ ହେଇଯାଏ ଛାତି

(Go)

(Go)

(Go)
ଚକମା ଦେନା ଆଉ, ବାଧୁଛି ପ୍ରେମର ଦାଉ
ହଉଛି ଯାହା ହବାକୁ ଦେ ରେ, ବରଷିଯିବ ରେ ମହୁ
ହେହେ-ହେଇ, ଆଖିରେ ଆଖିରେ କହୁ, ମହକ ମୁଲେଇ ନଉ
ଏମିତି କଳା ଶିଖିଲୁ କେବେ? ୧୭ ଟା ଛୁଁ-ଛୁଁ

ଆ' କହିଦେଲେ ଚାଲିଯାଉ ମୋଡ଼ି ମୁହଁ
ସୁନୟନା ତୋର ସାହସଟା ମନ୍ଦ ନୁହଁ

ପିଲା-ଖେଳ ଛାଡି, କରିବା ରେ ଆ' ଭାବ-ପୀରତି

ଏ, ଲୀଳାବତି, ଲୀଳାବତି
ତୋତେ ଭାବି ଚୁନ୍-ଚୁନ୍ ହେଇଯାଏ ଛାତି
ଏ, ଲୀଳାବତି, ଲୀଳାବତି
ତୋତେ ଭାବି ଚୁନ୍-ଚୁନ୍ ହେଇଯାଏ ଛାତି, yeah



Credits
Writer(s): Asad Nizam
Lyrics powered by www.musixmatch.com

Link