Aanki Deli Tate

ହୁଁ-ହୁଁ-ହୁଁ

ଯଉ କଥା କହିଲା ମତେ ତୋର ନଜର
ସେଇକଥା କହିଲା ତତେ ମୋର ନଜର
ଯଉ କଥା କହିଲା ମତେ ତୋର ନଜର
ସେଇକଥା କହିଲା ତତେ ମୋର ନଜର

ମନକଥା ଆଖି କଲା ଅନୁବାଦ
ଏଇ ପ୍ରଥମ ଦେଖାରେ

ଆଙ୍କିଦେଲି ତତେ ଭାଗ୍ୟରେଖାରେ
ଆଙ୍କିଦେଲି ତତେ ଭାଗ୍ୟରେଖାରେ
ଆଙ୍କିଦେଲି ତତେ ଭାଗ୍ୟରେଖାରେ

ତୋ ବିନା କିଛି ଭାବିବା ପାଇଁ
ସୁଯୋଗ ଜମା ଦେଲା ନାହିଁ ମୋର ମନ
ମନକୁ ଯେବେ ଦେଲୁ ତୁ ଛୁଇଁ
ଲାଗିଲା ମତେ ସବୁ ପ୍ରେମ, ପ୍ରେମ

ହୋ, ତୋ ବିନା କିଛି ଭାବିବା ପାଇଁ
ସୁଯୋଗ ଜମା ଦେଲା ନାହିଁ ମୋର ମନ
ମନକୁ ଯେବେ ଦେଲୁ ତୁ ଛୁଇଁ
ଲାଗିଲା ମତେ ସବୁ ପ୍ରେମ, ପ୍ରେମ

ପ୍ରେମ ଖାଲି ତତେ କରିବାକୁ ବୋଧେ
ନେଇଯାଏ ଏକାରେ

ଆଙ୍କିଦେଲି ତତେ ଭାଗ୍ୟରେଖାରେ
ଆଙ୍କିଦେଲି ତତେ ଭାଗ୍ୟରେଖାରେ
ହୋ, ଆଙ୍କିଦେଲି ତତେ ଭାଗ୍ୟରେଖାରେ

ତୋ ପାଇଁ खुदा ଗଢିଛି ମତେ
ହୃଦୟ ମୋର କଲା ଏଇ ଅନୁଭବ
ପାଇଲି ତତେ ଜୀବନେ ଆଜି
ସମୟ ବୋଧେ ଥିଲା ମୋର ଶୁଭ

ହୋ, ତୋ ପାଇଁ खुदा ଗଢିଛି ମତେ
ହୃଦୟ ମୋର କଲା ଏଇ ଅନୁଭବ
ପାଇଲି ତତେ ଜୀବନେ ଆଜି
ସମୟ ବୋଧେ ଥିଲା ମୋର ଶୁଭ

ସମୟ ତ ଆଣି ଯୋଡ଼ିବା ଆମକୁ
ଥିଲା ଆଗରୁ ଲେଖାରେ

ଆଙ୍କିଦେଲି ତତେ ଭାଗ୍ୟରେଖାରେ
ଆଙ୍କିଦେଲି ତତେ ଭାଗ୍ୟରେଖାରେ
ହୋ, ଆଙ୍କିଦେଲି ତତେ ଭାଗ୍ୟରେଖାରେ



Credits
Writer(s): Arun Mantri, Jn Padma
Lyrics powered by www.musixmatch.com

Link