Bhala Pae Tate Mu Emiti - Remix

ଭଲପାଏ ତୋତେ ମୁଁ ଏମିତି
ମରୁଭୂଇଁ ମେଘ ଖୋଜେ ଯେମିତି

ଭଲପାଏ ତୋତେ ମୁଁ ଏମିତି
ମରୁଭୂଇଁ ମେଘ ଖୋଜେ ଯେମିତି

ତୁ ମୋର ପ୍ରେମର ପ୍ରଥମ ଅତିଥି
ତୁ ମୋର ପ୍ରେମର ପ୍ରଥମ ଅତିଥି

କସ୍ତୁରୀର ତୁ ଚୋରା ଚଇତି
ଖୋଜେ ସାଥି ତୋ ପରସ ନୀଇତି

ତୁ ମୋର ପ୍ରେମର ପ୍ରଥମ ଅତିଥି
ତୁ ମୋର ପ୍ରେମର ପ୍ରଥମ ଅତିଥି

ତୋ ସାଥିରେ ମିଶି ଭୁଲିଚି ମୁଁ ନିଜକୁ
ଏତେ ମିଠା ଏଇ ପ୍ରେମରେ
ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ
ଭେଟିଲିନି ତୋ ସାଥିରେ

ତୋ ସାଥିରେ ମିଶି ଭୁଲିଚି ମୁଁ ନିଜକୁ
ଏତେ ମିଠା ଏଇ ପ୍ରେମରେ
ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ
ଭେଟିଲିନି ତୋ ସାଥିରେ

ହୃଦୟରେ ଦେଲି ତୋତେ ସାଇତି
ଆସିଲୁ ତ ଫେରିବୁନି ଯେମିତି

ତୁ ମୋର ପ୍ରେମର ପ୍ରଥମ ଅତିଥି
ତୁ ମୋର ପ୍ରେମର ପ୍ରଥମ ଅତିଥି

ଯେତେ ଦୂରେ ଥିଲେ ଭୁଲି କେବେ ହବନି
ତୋ ସହ ଯେତେ ସମୟ
ଭଲ ତୋତେ ପାଇ ଭଲ ପାଉଥିବି ମୁଁ
ଦେଇଚି ରେ ତୋତେ ହୃଦୟ

ତୁ ଯଉଠି ମୁଁ ଥିବି ସେଇଠି
ଆସୁଥିବି ସବୁ ଜନ୍ମେ ଲେଉଟି

ତୁ ମୋର ପ୍ରେମର ପ୍ରଥମ ଅତିଥି
ତୁ ମୋର ପ୍ରେମର ପ୍ରଥମ ଅତିଥି

ଭଲପାଏ ତୋତେ ମୁଁ ଏମିତି
ମରୁଭୂଇଁ ମେଘ ଖୋଜେ ଯେମିତି

ତୁ ମୋର ପ୍ରେମର ପ୍ରଥମ ଅତିଥି
ତୁ ମୋର ପ୍ରେମର ପ୍ରଥମ ଅତିଥି



Credits
Lyrics powered by www.musixmatch.com

Link