To Riban Fita

ହାଏ ଲୋ ରଙ୍ଗି, ବୟସ ତୋ କାଚିଦଉଚି
ଛାତିତଳେ band ବାଜା ନାଚିଦଉଚି

ହେଇ, ହାଏ ଲୋ ରଙ୍ଗି, ବୟସ ତୋ କାଚିଦଉଚି
ଛାତିତଳେ band ବାଜା ନାଚିଦଉଚି

ବେଣି ତୋର ଝୁଲୁରୁ-ପୁଲୁରୁ, ଝୁଲୁରୁ-ପୁଲୁରୁ, ଝୁଲୁରୁ-ପୁଲୁରୁ
କଲା ମୋତେ କୁଲୁରୁ-ବୁଲୁରୁ, କୁଲୁରୁ-ବୁଲୁରୁ, କୁଲୁରୁ-ବୁଲୁରୁ
ବେଣି ତୋର ଝୁଲୁରୁ-ପୁଲୁରୁ
କଲା ମୋତେ କୁଲୁରୁ-ବୁଲୁରୁ

ଆଉ ରହି ପାରୁନାହିଁ
ଫିଟା, ଫିଟା, ଫିଟା, ଫିଟା, ଫିଟା ଲୋ ଫିଟା

ତୋ ରିବନ-ଫିତା, ତୋ ରିବନ-ଫିତା
ତୋ ରିବନ-ଫିତା, ତୋ ରିବନ-ଫିତା
ଆଲୋ, ଫିଟା, ଫିଟା, ଫିଟା, ଫିଟା, ଫିଟା

(ତୋ ବୋଉକୁ ଛତା, ତୋ ବାପାକୁ ଜୋତା)
(ତୋ ନାଁ ନେଇକି...)

ତୋ ରିବନ-ଫିତା, ତୋ ରିବନ-ଫିତା
ତୋ ରିବନ-ଫିତା, ତୋ ରିବନ-ଫିତା

ହଁ, କୁଞ୍ଚ-କୁଞ୍ଚିଆ ବାଳରେ ତୋ ବାସ୍ନା-ତେଲ
ରୁମକୁ-ଝୁମା, ଗୁଦୁଲୁ-ଗୁମା, ଆହା ଟିକେ ତୋତେ କରିବି ଗେଲ
ଆଲୋ, କୁଞ୍ଚ-କୁଞ୍ଚିଆ ବାଳରେ ତୋ ବାସ୍ନା-ତେଲ
ରୁମକୁ-ଝୁମା, ଗୁଦୁଲୁ-ଗୁମା, ଆହା ଟିକେ ତୋତେ କରିବି ଗେଲ

ପୁଚ୍-ପୁଚିଆ ଗାଲ ତୋର, ଗୋଲାପ ଫୁଲ
ଘୁଟୁରୁ ଗୁମା, ତାଳ ଗୋଟମା, ଏମିତି ସୁନ୍ଦରୀ କେଉଁଠି ଥିଲ?

ହସ ତୋର ମୁଲୁରୁ-ମୁଲୁରୁ, ମୁଲୁରୁ-ମୁଲୁରୁ, ମୁଲୁରୁ-ମୁଲୁରୁ
କାଲିଜା ମୋ ଦୁଲୁରୁ-ଦୁଲୁରୁ, ଦୁଲୁରୁ-ଦୁଲୁରୁ, ଦୁଲୁରୁ-ଦୁଲୁରୁ
ହସ ତୋର ମୁଲୁରୁ-ମୁଲୁରୁ
କାଲିଜା ମୋ ଦୁଲୁରୁ-ଦୁଲୁରୁ

ଆଉ ରଙ୍ଗ ଦେଖାନାହିଁ
ଫିଟା, ଫିଟା, ଫିଟା, ଫିଟା ରେ bag ଫିଟା

ତୋ ରିବନ-ଫିତା, ତୋ ରିବନ-ଫିତା
ତୋ ରିବନ-ଫିତା, ତୋ ରିବନ-ଫିତା
ଆରେ, ଫିଟା, ଫିଟା, ଫିଟା, ଫିଟା, ଫିଟା, ହାଏ

(ତୋ ବୋଉକୁ ଛତା, ତୋ ବାପାକୁ ଜୋତା)
(ତୋ ନାଁ ନେଇକି...)

ତୋ ରିବନ-ଫିତା, ତୋ ରିବନ-ଫିତା
ତୋ ରିବନ-ଫିତା, ତୋ ରିବନ-ଫିତା

ହଁ, ଏମିତି ମୁହଁ ପାଇଲୁ ଝିଅ, କହ କଉଠୁ
ତୋରି ପାଇଁ ଶୋଇପାରୁନି, ରାତିସାରା ହୁଁ ଏ ବସ-ଉଠୁ
ଆଲୋ-ଆଲୋ, ଏମିତି ମୁହଁ ପାଇଲୁ ଝିଅ, କହ କଉଠୁ
ତୋରି ପାଇଁ ଶୋଇପାରୁନି, ରାତିସାରା ହୁଁ ଏ ବସ-ଉଠୁ

ରସମଲେଇ ଏତେ ଫୁଲେଇ ହେଲୁ କେବେଠୁ?
ଆଖିରେ ମଣି ନଉଚୁ ଟାଣି, ଧରେଇ ଦଉଚୁ ଲୁଣି Biscuit

କଥା ତୋର କୁନ୍ଦୁରୁ-କୁନ୍ଦୁରୁ, କୁନ୍ଦୁରୁ-କୁନ୍ଦୁରୁ, କୁନ୍ଦୁରୁ-କୁନ୍ଦୁରୁ
କାମ ତୋର ଛୁନ୍ଦୁରୁ-ମୁନ୍ଦୁରୁ, ଛୁନ୍ଦୁରୁ-ମୁନ୍ଦୁରୁ, ଛୁନ୍ଦୁରୁ-ମୁନ୍ଦୁରୁ
କଥା ତୋର କୁନ୍ଦୁରୁ-କୁନ୍ଦୁରୁ
କାମ ତୋର ଛୁନ୍ଦୁରୁ-ମୁନ୍ଦୁରୁ

ସବୁ ଧରା ପଡ଼ିଲାଣି
ଫିଟା, ଫିଟା, ଫିଟା, ଫିଟା, sudden ଫିଟା

ତୋ ରିବନ-ଫିତା, ତୋ ରିବନ-ଫିତା
ତୋ ରିବନ-ଫିତା, ତୋ ରିବନ-ଫିତା
ଆଲୋ, ଫିଟା, ଫିଟା, ଫିଟା, ଫିଟା, ଫିଟା, ହାଏ

(ତୋ ବୋଉକୁ ଛତା, ତୋ ବାପାକୁ ଜୋତା)
(ତୋ ନାଁ ନେଇକି, ଅଣ୍ଟା ସୂତା, ସୂତା, ସୂତା)

ତୋ ରିବନ-ଫିତା, ତୋ ରିବନ-ଫିତା
ତୋ ରିବନ-ଫିତା, ତୋ ରିବନ-ଫିତା
ତୋ ରିବନ-ଫିତା, ତୋ ରିବନ-ଫିତା
ତୋ ରିବନ-ଫିତା, ତୋ ରିବନ-ଫିତା, ହାଏ



Credits
Lyrics powered by www.musixmatch.com

Link