Pyar Tora Dela Mate Nua Jibana

ମୋ ପାଇଁକି ख़ुदा ତୁ, ବଞ୍ଚିବାର वज़ह ତୁ
ମୋ ପାଇଁକି ख़ुदा ତୁ, ବଞ୍ଚିବାର वज़ह ତୁ
କହେ ମୋ ମନ

प्यार ତୋର ଦେଲା ମୋତେ ନୂଆ ଜୀବନ
प्यार ତୋର ଦେଲା ମୋତେ ନୂଆ ଜୀବନ

ଝୁମା-ଝୁମା ନିଦ ତୁ, ଧିମା-ଧିମା ସ୍ୱପ୍ନ ତୁ
ଝୁମା-ଝୁମା ନିଦ ତୁ, ଧିମା-ଧିମା ସ୍ୱପ୍ନ ତୁ
ମିଠା ସ୍ପନ୍ଦନ

प्यार ତୋର ଦେଲା ମୋତେ ନୂଆ ଜୀବନ
प्यार ତୋର ଦେଲା ମୋତେ ନୂଆ ଜୀବନ

ଓ, ସାତ ସୁରେ ବନ୍ଧା ତୁ ଗୀତଟିଏ ମୋର
ଯେତେ ଗାଇଲେ ବି ମନ ବୁଝେନାହିଁ, ଲାଗୁ ଭାରି ନିଜର
ହାଁ, ମାରିଦେଲା ତୋର ପ୍ରେମ ଅଢେଇ ଅକ୍ଷର
ଏମିତି ଦେଲୁ ଅନାମିକା ଋତୁ, ଚୋରିକଲୁ ନଜର

सुनेहेरा ପ୍ରିୟା ତୁ, ମୋ ପ୍ରେମ ଦୁନିଆଁ ତୁ
सुनेहेरा ପ୍ରିୟା ତୁ, ମୋ ପ୍ରେମ ଦୁନିଆଁ ତୁ
ଶର୍ମିଲି ଜହ୍ନ

प्यार ତୋର ଦେଲା ମୋତେ ନୂଆ ଜୀବନ
प्यार ତୋର ଦେଲା ମୋତେ ନୂଆ ଜୀବନ

ହାଁ, ରଖିଥିଲି ମନ ମୋର ଲବଙ୍ଗ ଦ୍ୱୀପରେ
ଧୀରେ ଧୀରେ ଆସିଲୁ, ଏ କି ଯାଦୁ କରିଲୁ?
ଗପରେ, ଗପରେ

ଓ, ସେଇ ଗପ ଲାଗେ ଆଜି ସତଠାରୁ ସତ
ସବୁ ଜନମକୁ ହେଇଗଲୁ ମୋର, ତୁ ମୋ ମନର ମିତ

ହେଲୁ ମୋର जान ତୁ, ମୋର अरमान ତୁ
ହେଲୁ ମୋର जान ତୁ, ମୋର अरमान ତୁ
ମୋ ରାତି-ଦିନ

प्यार ତୋର ଦେଲା ମୋତେ ନୂଆ ଜୀବନ
प्यार ତୋର ଦେଲା ମୋତେ ନୂଆ ଜୀବନ
ହୋ, ମୋ ପାଇଁକି ख़ुदा ତୁ, ବଞ୍ଚିବାର वज़ह ତୁ
ଝୁମା-ଝୁମା ନିଦ ତୁ, ଧିମା-ଧିମା ସ୍ୱପ୍ନ ତୁ
କହେ ମୋ ମନ

प्यार ତୋର ଦେଲା ମୋତେ ନୂଆ ଜୀବନ
प्यार ତୋର ଦେଲା ମୋତେ ନୂଆ ଜୀବନ
प्यार ତୋର ଦେଲା ମୋତେ ନୂଆ ଜୀବନ
प्यार ତୋର ଦେଲା ମୋତେ ନୂଆ ଜୀବନ



Credits
Lyrics powered by www.musixmatch.com

Link