Tamara Muruki Hasa

ତମର ମୁରୁକି ହସ
ଲାଗୁଛି ଶିକାରୀ ଫାସ
ହାଏ, ତମର ମୁରୁକି ହସ
ଲାଗୁଛି ଶିକାରୀ ଫାସ

ମିଠା ଚାହାଣୀ ରେ କହୁଛ କାହାଣୀ
ବଢ଼ିଯାଉଛି ମୋର ଶୋଷ

ହାଏ, ତମର ମୁରୁକି ହସ
ଲାଗୁଛି ଶିକାରୀ ଫାସ
ତମର ମୁରୁକି ହସ
ଲାଗୁଛି ଶିକାରୀ ଫାସ

ଫୁଲ ପାଖୁଡ଼ା ପରି ଓଠ ତମର
ହସିଲେ ଲାଗୁଛ ଭାରି ସୁନ୍ଦର
ହଁ, ଫୁଲ ପାଖୁଡ଼ା ପରି ଓଠ ତମର
ହସିଲେ ଲାଗୁଛ ଭାରି ସୁନ୍ଦର

ସତେ ରଜନୀଗନ୍ଧା ଫୁଲ ଯେମିତି
ତମକୁ ଦେଖିଲେ ଲାଗେ ସେମିତି

ତମେ ନ ଆସିଲେ କାହିଁକି କେ ଜାଣି
ମତେ ଦୁନିଆଁ ଲାଗେ ବିଷ

ହେ, ତମର ମୁରୁକି ହସ
ଲାଗୁଛି ଶିକାରୀ ଫାସ
ତମର ମୁରୁକି ହସ
ଲାଗୁଛି ଶିକାରୀ ଫାସ

କିଛି କହିବା ପାଇଁ କଥା ତମକୁ
ଆସୁଛି ଭାବି ମୁଁ ତମ ପାଖକୁ
ହୋ, କିଛି କହିବା ପାଇଁ କଥା ତମକୁ
ଆସୁଛି ଭାବି ମୁଁ ତମ ପାଖକୁ

କହିପାରେନା ଫେରି ଯାଏ ମୁଁ ନିତି
କୁହନା ମୋ ସାଥେ କରିବ ପ୍ରୀତି

ଦୁଇ ମନ ଯଦି ମିଶେଇ ପାରିବା
ପ୍ରେମ ହେବନି କେବେ ଶେଷ

ହେ, ତମର ମୁରୁକି ହସ
ଲାଗୁଛି ଶିକାରୀ ଫାସ
ତମର ମୁରୁକି ହସ
ଲାଗୁଛି ଶିକାରୀ ଫାସ

ମିଠା ଚାହାଣୀ ରେ କହୁଛ କାହାଣୀ
ବଢ଼ିଯାଉଛି ମୋ ଶୋଷ

ହାଏ, ତମର ମୁରୁକି ହସ
ଲାଗୁଛି ଶିକାରୀ ଫାସ
ତମର ମୁରୁକି ହସ
ଲାଗୁଛି ଶିକାରୀ ଫାସ
ତମର ମୁରୁକି ହସ
ଲାଗୁଛି ଶିକାରୀ ଫାସ



Credits
Writer(s): Deepak Kumar
Lyrics powered by www.musixmatch.com

Link