Dharaa Re Atithi Hei Asicha Maa

ଧରାରେ ଅତିଥି ହେଇ ଅସିଛ ମା
ଆନନ୍ଦ ଲହରୀ ସାରା ଜଗତେ ମା
ମା ତୁମରି ଆଗମନରେ ଏ ଧରା ଆଜି ପୁଲକିତ
ମା ତୁମରି ବର୍ତ୍ତମାନରେ ଏ ଶୁଷ୍କ ପ୍ରାଣ ପଲ୍ଲବୀତ

ଧରାରେ ଅତିଥି ହେଇ ଅସିଛ ମା (ଧରାରେ ଅତିଥି ହେଇ ଅସିଛ ମା)
ଆନନ୍ଦ ଲହରୀ ସାରା ଜଗତେ ମା (ଆନନ୍ଦ ଲହରୀ ସାରା ଜଗତେ ମା)
ମା ତୁମରି ଆଗମନରେ ଏ ଧରା ଆଜି ପୁଲକିତ (ମା ତୁମରି ଆଗମନରେ ଏ ଧରା ଆଜି ପୁଲକିତ)
ମା ତୁମରି ବର୍ତ୍ତମାନରେ ଏ ଶୁଷ୍କ ପ୍ରାଣ ପଲ୍ଲବୀତ (ମା ତୁମରି ବର୍ତ୍ତମାନରେ ଏ ଶୁଷ୍କ ପ୍ରାଣ ପଲ୍ଲବୀତ)

ହୋ-ହୋ-ହୋ (ହୋ-ହୋ-ହୋ)
ହୋ-ହୋ-ହୋ (ହୋ-ହୋ-ହୋ)
ଆ-ଆ-ଆ (ଆ-ଆ-ଆ)
ଆ-ଆ-ଆ (ଆ-ଆ-ଆ)

ସୁନ୍ଦର ଆଖିରେ କି ଦିବ୍ୟଜ୍ୟୋତି
ଦଶଟି ହାତରେ ଦଶ ମହାଶକ୍ତି

ମା ତୁମରି ଦିବ୍ୟଜ୍ୟୋତିରେ
ଜଗତ ହୁଏ ଆଲୋକିତ
ମା ତୁମରି ମହାଶକ୍ତିରେ
ଭକତ ଜନ ସୁରକ୍ଷିତ

ସୁନ୍ଦର ଆଖିରେ କି ଦିବ୍ୟଜ୍ୟୋତି (ସୁନ୍ଦର ଆଖିରେ କି ଦିବ୍ୟଜ୍ୟୋତି)
ଦଶଟି ହାତରେ ଦଶ ମହାଶକ୍ତି (ଦଶଟି ହାତରେ ଦଶ ମହାଶକ୍ତି)

ମା ତୁମରି ଦିବ୍ୟଜ୍ୟୋତିରେ (ମା ତୁମରି ଦିବ୍ୟଜ୍ୟୋତିରେ)
ଜଗତ ହୁଏ ଆଲୋକିତ (ଜଗତ ହୁଏ ଆଲୋକିତ)
ମା ତୁମରି ମହାଶକ୍ତିରେ (ମା ତୁମରି ମହାଶକ୍ତିରେ)
ଭକତ ଜନ ସୁରକ୍ଷିତ (ଭକତ ଜନ ସୁରକ୍ଷିତ)

ଭକ୍ତିର ଭକ୍ତର ଏ ତ ମହାମେଳା
ମା ଗୋ ଅପୂର୍ବ ତୁମ ଲୀଳାଖେଳା

ମା ତୁମରି ଆବିର୍ଭାବରେ
ଅସୁର ଶକ୍ତି ହୁଏ ନାଶ
ମା ତୁମରି ଚମତ୍କାରିରେ
ନିର୍ଜୀବ ପାଏ ଜୀବନ୍ୟାସ

ଭକ୍ତର ଏ ତ ମହାମେଳା (ଭକ୍ତର ଏ ତ ମହାମେଳା)
ମା ଗୋ ଅପୂର୍ବ ତୁମ ଲୀଳାଖେଳା (ମା ଗୋ ଅପୂର୍ବ ତୁମ ଲୀଳାଖେଳା)

ମା ତୁମରି ଆବିର୍ଭାବରେ (ମା ତୁମରି ଆବିର୍ଭାବରେ)
ଅସୁର ଶକ୍ତି ହୁଏ ନାଶ (ଅସୁର ଶକ୍ତି ହୁଏ ନାଶ)
ମା ତୁମରି ଚମତ୍କାରିରେ (ମା ତୁମରି ଚମତ୍କାରିରେ)
ନିର୍ଜୀବ ପାଏ ଜୀବନ୍ୟାସ (ନିର୍ଜୀବ ପାଏ ଜୀବନ୍ୟାସ)

ହୋ-ହୋ-ହୋ (ହୋ-ହୋ-ହୋ)
ହୋ-ହୋ-ହୋ (ହୋ-ହୋ-ହୋ)
ଆ-ଆ-ଆ (ଆ-ଆ-ଆ)
ଆ-ଆ-ଆ (ଆ-ଆ-ଆ)

ଆକାଶ, ପାତାଳ ଅଷ୍ଟଦିଗ କୋଣ
ସବୁଆଡ଼େ ଅଛି ମା ତୁମ ଧ୍ୟାନ

ମା ତୁମରି ସୁଭାସିଷରେ
ବିଭୋର ଭକ୍ତ ମନପ୍ରାଣ
ମା ତୁମରି ଦରଶନରେ
ଏ ଜୀବନ ଧନ୍ୟ-ଧନ୍ୟ

ଆକାଶ, ପାତାଳ ଅଷ୍ଟଦିଗ କୋଣ (ଆକାଶ, ପାତାଳ ଅଷ୍ଟଦିଗ କୋଣ)
ସବୁଆଡ଼େ ଅଛି ମା ତୁମ ଧ୍ୟାନ (ସବୁଆଡ଼େ ଅଛି ମା ତୁମ ଧ୍ୟାନ)

ମା ତୁମରି ଶୁଭାଶିଷରେ (ମା ତୁମରି ଶୁଭାଶିଷରେ)
ବିଭୋର ଭକ୍ତ ମନପ୍ରାଣ (ବିଭୋର ଭକ୍ତ ମନପ୍ରାଣ)
ମା ତୁମରି ଦରଶନରେ (ମା ତୁମରି ଦରଶନରେ)
ଏ ଜୀବନ ଧନ୍ୟ-ଧନ୍ୟ (ଏ ଜୀବନ ଧନ୍ୟ-ଧନ୍ୟ)

ମା ତୁମରି ଶୁଭାଶିଷରେ (ମା ତୁମରି ଶୁଭାଶିଷରେ)
ବିଭୋର ଭକ୍ତ ମନପ୍ରାଣ (ବିଭୋର ଭକ୍ତ ମନପ୍ରାଣ)
ମା ତୁମରି ଦରଶନରେ (ମା ତୁମରି ଦରଶନରେ)
ଏ ଜୀବନ ଧନ୍ୟ-ଧନ୍ୟ (ଏ ଜୀବନ ଧନ୍ୟ-ଧନ୍ୟ)



Credits
Writer(s): Shiv
Lyrics powered by www.musixmatch.com

Link