Life Ta Sara Ethi Game

Life ଟା साला ଏଠି game
ଜିତୁ-ଜିତୁ, ହାରେ କିଏ
ଓହୋ, life ଟା साला ଏଠି game
ଜିତୁ-ଜିତୁ, ହାରେ କିଏ

रोकड़ा ହି ସବୁ problem
ହାରୁ-ହାରୁ, ଜିତେ କିଏ?

ଲୁଚିଲେ ମରିବୁ
ଦିଶିଲେ ମରିବୁ
ହେଇଯିବ ସବୁ ତୋର raid, raid, raid

ଶିକାରୀ ଆଖିରୁ ବଞ୍ଚିବାକୁ ହେଲେ ହେଇଯା-ହେଇଯା ତୁ

Most wanted
Most wanted
Most wanted
Most wanted
Most wanted
Most wanted

ଜୋର୍ ଯା'ର୍ ଏଠି ମୂଲକ ତାର
रोकड़ा ପାଇଁ daily ଚାଲେ gangwar
ଖେଳନା ଏଠି bomb
ଖେଳିବୁ ତୋର ଥିଲେ ଦମ୍

ଆସିବା ସହଜ ହେଲେ ଯିବା ମୁସ୍କିଲ୍
ବଞ୍ଚିବାଟା full-toss ମରିବା କିଲବିଲ୍
ହୁସିଆର୍ ଥିବୁ କାଳେ ବାଜିବ ତୋ band

ମରଣ ଜନ୍ତାରୁ ଖସିବାକୁ ହେଲେ ହେଇଯା-ହେଇଯା ତୁ

Most wanted
Most wanted
Most wanted
Most wanted
Most wanted
Most wanted, yeah

ମଣିଷ ତ ଏଠି साला कमिना ଭାରି
ପାଟିରେ ତ ରାମନାମ, ହାତରେ ଛୁରୀ
ଜିତିଲେ ବିନ୍ଦାସ୍
ହାରିଲେ ତୁ खल्लास

ଅନ୍ଧାରୀ ଶାସନ ଏଠି जंगली-राज
ବାଘ ହେଲେ ବଞ୍ଚିବୁ ନହେଲେ ନିଖୋଜ
କେତେବେଳେ ପଡ଼ିଯିବ ତୋର checkmate

ରାଜା ହେଇ ଯଦି ରହିବାକୁ ଚାହୁଁ ହେଇଯା-ହେଇଯା ତୁ

Most wanted
Most wanted
Most wanted
Most wanted
Most wanted
Most wanted
Most wanted
Most wanted
Most wanted
Most wanted
Most wanted
Most wanted



Credits
Lyrics powered by www.musixmatch.com

Link