A Rupabati (From "Love In London")

ମାପା-ମାମାପା-ମାନିପାମା-ଗାମା-ସାରେ-ସାରେ
ମାପା-ମାମାପା-ମାନିପାମା-ଗାମା-ନିରେସା

ଏ ରୂପବତୀ, ଝିଅ ନା ତୁ ହୀରା-ମୋତି?
ଏ ସାରା ରାତି, ପ୍ରେମ ତୋର ଜାଳେ ନୀତି

ମାପା-ମାମାପା-ମାନିପାମା-ଗାମା-ସାରେ-ସାରେ
ମାପା-ମାମାପା-ମାନିପାମା-ଗାମା-ନିରେସା

ଏ ରୂପବତୀ, ଝିଅ ନା ତୁ ହୀରା-ମୋତି?
ଏ ସାରା ରାତି, ପ୍ରେମ ତୋର ଜାଳେ ନୀତି

ନିଦୁଆ ତୋ ଆଖିରେ ଆଖି ଗଲେ ଲାଖିରେ
ହଲଚଲ୍ କାଇଁ ହୋଇଯାଏ ଛାତି?

ମୁଁ ରୂପବତୀ, ଚୁଲବୁଲି ପ୍ରଜାପତି
ମୁଁ କଳାବତି, ନିଆରା ମୋ କରାମତି

ତତେ ପାଇ ପାଖରେ ସରମରେ ବତୁରେ
ଦେହ ସାରା ମୋର ଖଇଫୁଟା ତାତି

ଏ ରୂପବତୀ, ଝିଅ ନା ତୁ ହୀରା-ମୋତି?
ଏ ସାରା ରାତି, ପ୍ରେମ ତୋର ଜାଳେ ନୀତି

ଭଲ ପାଇବାର ଆସିଛି ଏ ଋତୁ
ଦୂରେ-ଦୂରେ ରହୁ କେମିତି କହ ତୁ?
ନା-ନା-ନା, ଟିକେ ଚାଲି କାଇଁ ବେଶି ବେଶି ଝୁଣ୍ଟୁ?
ସାହାରା ମୁଁ ଦେବି, ଆରେ ଆ ତୁ

ଶିହରଣ ଦେହରେ ଦେଲୁ କାଇଁ କହ ରେ
ଶିହରଣ ଦେହରେ ଦେଲୁ କାଇଁ କହ ରେ

ଛଟପଟ ହୁଏ ମୁଁ ସାରା ରାତି

ଏ ରୂପବତୀ, ଝିଅ ନା ତୁ ହୀରା-ମୋତି?
ଏ ସାରା ରାତି, ପ୍ରେମ ତୋର ଜାଳେ ନୀତି

ମାପା-ମାମାପା-ମାନିପାମା-ଗାମା-ସାରେ-ସାରେ
ମାପା-ମାମାପା-ମାନିପାମା-ଗାମା-ନିରେସା

ହଁ, ସାଥିରେ ତୁ ଥିଲେ, ବାସେ ମୁଁ ବଉଳ
ତୋ ପାଇଁ ମନରେ ଗହଳ, ଚହଳ
ହଁ, ଆଣିଦେଲୁ ସତେ, ଏ କେଉଁ ସକାଳ
ଅଗଣାଟା ସାରା ଝରିଗଲା ଫୁଲ

ମୋହିନୀ ତୋ ମାୟାରେ ଫସି-ଫସି ଯାଏ ରେ
ମୋହିନୀ ତୋ ମାୟାରେ ଫସି-ଫସି ଯାଏ ରେ

ତତେ ଭାବି-ଭାବି ଦିନ ଯାଏ ବିତି

ମୁଁ ରୂପବତୀ, ଚୁଲବୁଲି ପ୍ରଜାପତି
ମୁଁ କଳାବତି, ନିଆରା ମୋ କରାମତି



Credits
Writer(s): Asad Nizam, Puspak Parida
Lyrics powered by www.musixmatch.com

Link