Mate Laguchi Se Tora Heigalani

ହାଏ ତୋ ଆଖିର ଚଗଲି ଇଶାରା
ଦୁଷ୍ଟ-ଦୁଷ୍ଟ ହସ ନିହାତି ନିଆରା
ହୋ, ହାଏ ତୋ ଆଖିର ଚଗଲି ଇଶାରା
ଦୁଷ୍ଟ-ଦୁଷ୍ଟ ହସ ନିହାତି ନିଆରା

ହୃଦୟଟା ମୋର ବୋଲ ମାନୁନାହିଁ ଚୁପଚାପ୍ ରହିଲାନି

ମତେ ଲାଗୁଛି ସେ ତୋର ହେଇଗଲାଣି
ମତେ ଲାଗୁଛି ସେ ତୋର ହେଇଗଲାଣି
ମତେ ଲାଗୁଛି ସେ ତୋର ହେଇଗଲାଣି
ମତେ ଲାଗୁଛି ସେ ତୋର ହେଇଗଲାଣି

ଭଲ ପାଇବାର ଚୋରା ପବନଟା ଛୁଇଁଲା ପ୍ରଥମ ଥର
ଢ଼ାଳିଲା ମୋ ଦେହେ ତୋ ପ୍ରେମ ଅତର
ହୁଁ ଶୀତ ସକାଳର ସଜଫୁଲ ପରି ପ୍ରେମଟା ଲାଗୁଛି ତୋର
ସେ ଲାଗି ପାଗଳ ମୋ ମନ ଭଅଁର

ମନଟାବି ମୋର ଭାରି ବଦମାସ୍ ତତେ ଖାଲି ଖୋଜିଲାଣି

ମତେ ଲାଗୁଛି ସେ ତୋର ହେଇଗଲାଣି
ମତେ ଲାଗୁଛି ସେ ତୋର ହେଇଗଲାଣି
ହଁ, ମତେ ଲାଗୁଛି ସେ ତୋର ହେଇଗଲାଣି
ମତେ ଲାଗୁଛି ସେ ତୋର ହେଇଗଲାଣି

ସୁନେଲି-ସୁନେଲି ରୂପ ତୋ ସୁନେଲି ରୂପେଲି ତୋ ଲାଜ ଛିଟା
ଲଗେଇ ଦେଲା ସେ ତୋ ପ୍ରେମର ଅଠା
ହଁ, ଏତେଦିନ ଧରି ଯାହା ବାଟକୁ ମୋ ଚାହିଁଥିଲା ଆଖିପତା
ଲାଗୁଛି ସତରେ ତୁ ସେଇ ପୁଅଟା

ମୋ ଛାତି ସ୍ପନ୍ଦନ ରାତି, ଦିନ ଖାଲି ତୋ ନାଆଁ କହିଲାଣି

ମତେ ଲାଗୁଛି ସେ ତୋର ହେଇଗଲାଣି
ମତେ ଲାଗୁଛି ସେ ତୋର ହେଇଗଲାଣି
ମତେ ଲାଗୁଛି ସେ ତୋର ହେଇଗଲାଣି
ମତେ ଲାଗୁଛି ସେ ତୋର ହେଇଗଲାଣି



Credits
Writer(s): Baidyanath Dash, Nirmal Nayak
Lyrics powered by www.musixmatch.com

Link