Alta Makhi

ଏ, ଲାଲ୍ ଜର-ଜର ଅଳତା ମାଖି
ଯାଉଛ ଗୋରୀ କେନକେ ବୁଲି?
କେତେ ତମେ style ମାରୁଛ?
ଏ ନନୀ ତମେ କେତେ ଧନ style ମାରୁଛ?

ଲାଲ୍ ଜର-ଜର ହୋଠ୍ କେ କରି
ମୁହଁକେ ତମେ ସଜେଇ କରି
କେତେ ଧନ style ମାରୁଛ?
ଏ ନନୀ ତମେ କେତେ ଧନ style ମାରୁଛ?

ଆଖିଥି ତୋର୍ କଜଲ୍ ମାଖି
ତିର୍ଛି ନଜର୍ ତମେ ମାରି
ପିଲାକେ ତମେ ଘାୟଲ କରୁଛ
ଏ ନନୀ ତମେ ଇ ପିଲାକେ ଘାୟଲ କରୁଛ

ହେ, ତୋର୍ ଚାହାନି ଲୁଭ୍-ଲୁଭାନି, ସଭେ କହେସନ୍ ବଢିଆ
ଝୁମେଇଦେଲା ମୋର୍ ମନକେ ସମ୍ବଲପୁରୀ ଗୁରିଆ

ମଲ୍-ମଲିଆ ରସିଆ ପିଲା
ଦିଲ୍ କେ ସତେ ଘାୟଲ୍ କଲା
ନାଇ ଦେଖାନ ପ୍ରେମ୍ ଲୀଲା
ମୁଇଁ ଆଏ ନନୀ ଭୋଲିଭାଲି ରେ

ଦିନ୍ କ ଥରେ
ତତେ ନାଇ ଦେଖିଲେ ମନ୍ ନାଇ ଭରେ
ତୋର୍ beautiness ମତେ ମାରି ଦେଲା ରେ
ମୁଇଁ ଝୁରିମଲି, ଝୁରିମଲି
ତୋର୍ ଚେହେରା ଖାଲି-ଖାଲି ହାଏ

ମନର୍ ମଇନା
ତତେ ଦେଖିଲା ଦିନୁ ଉଡ଼ିଗଲା चैना
ଏତେ ସୁନ୍ଦରୀ କେନ୍ତା ହେଲୁ जान-ए-जानाँ?
ମତେ ପାଗଲ୍ କଲୁ, ରସେଇଦେଲୁ
ଜାନି-ଜାନି କରି ଫସେଇଦେଲୁ, ହାଏ

ଏ ମୋର୍ କଅଁଲି ଖରାର୍ ଦିନ୍ ବିଲିଆ
ଚମକି ଯାଉଛ ଗୁରା-ଗୁରା
ମତେ ତମେ ବଝା କରୁଛ
ହାଏ ଧାଙ୍ଗିରି, ମତେ ତମେ ବଝା କରୁଛ

ହେ, ଜାନି-ଜାନି ତୁମେ ଗୁଟେ ଆୱାର୍ ରସିଆ ପିଲା
ତୁମର୍ ମିଠା-ମିଠା କଥା କେନ୍ତା ଫସେଇ ଦେଲା
ମୁଇଁ ହେଲିନ ତୋର दीवानी, ତୁଇ दीवाना

ହେ, ତତେ ଭଲ୍ ପାଉଛେଁ ମୁଇଁ, କାହାର୍ ନାଏ परवाहना
ତୋର୍ ହେଇଗଲେ ଦେଖୁଥିବ ଏ ज़माना
ଲଗେଇଦେଲୁ କାଏଁ ମହନି?
ତୁଇ ମୋର୍ ପ୍ରେମ୍ दीवाना

ଏ ମୋର୍ ସୁନ୍ଦୁରୀ ବେଲ (ହେ)
ଏ ମୋର୍ ସୁନ୍ଦୁରୀ ବେଲ तड़पेइ କରି
ମତେ ତମେ କହିଦେଲ
ମତେ ତମେ ଭଲ୍ ପାଉଛ
ଏ ସତେ ନନୀ, ମତେ ତମେ ଭଲ୍ ପାଉଛ

ଆଖିଥି ତୋର୍ କଜଲ୍ ମାଖି
ତିର୍ଛି ନଜର୍ ତମେ ମାରି
ପିଲାକେ ତମେ ଘାୟଲ କରୁଛ
ଏ ନନୀ ତମେ ଏଇ ପିଲାକେ ଘାୟଲ କରୁଛ
ଇ ପିଲାକେ ଘାୟଲ କରୁଛ
ଏ ନନୀ ତମେ ଇ ପିଲାକେ ଘାୟଲ କରୁଛ

(ମାରିଦେଲା ରେ, ଏ ମୋର୍ ରାନୀ)
(ଏ ମୋର୍ ରାନୀ)



Credits
Writer(s): Bijay Anand Sahu
Lyrics powered by www.musixmatch.com

Link