Pagala Karichu

ମୋତେ ପାଗଳ କରିଛୁ ତୁ
ତୋତେ କେମିତି ଭୁଲିବି ମୁଁ
ମୋତେ ପାଗଳ କରିଛୁ ତୁ
ତୋତେ କେମିତି ଭୁଲିବି ମୁଁ

ମୋ ପାଇଁ ସବୁ କିଛି ତୁ
ତୋ ପାଇଁ ବଞ୍ଚିଯିବି ମୁଁ
ମୋ ପାଇଁ ସବୁ କିଛି ତୁ
ତୋ ପାଇଁ ବଞ୍ଚିଯିବି ମୁଁ

ମୋତେ ପାଗଳ କରିଛୁ ତୁ
ତୋତେ କେମିତି ଭୁଲିବି ମୁଁ

ଆଖି ବୁଜି ତତେ, ଭଲ ପାଏ ସତେ
ତୋ ବିନା ଜାଣେନା ଆଉ କାହାକୁ ମୁଁ
ମୋର ଛାଇ ପରି, ଅଛୁ ମୋତେ ଘେରି
ତୋ ଠାରୁ ଅଲଗା ହେଇପାରେନା ମୁଁ

କହିବୁ ଯଦି ଥରେ ତୁ, କିଛି ବି କରିପାରେ ମୁଁ
କହିବୁ ଯଦି ଥରେ ତୁ, କିଛି ବି କରିପାରେ ମୁଁ

ମୋତେ ପାଗଳ କରିଛୁ ତୁ
ତୋତେ କେମିତି ଭୁଲିବି ମୁଁ

ମୋ ପାଖେ ଯଦି, ଥରେ କରୁ ଜିଦି
ମାନି ମୁଁ ନିଏ ରେ ସେଇ ଜିଦି କୁ ମୁଁ
ପ୍ରିୟା ତତେ ଖୁସି, ଦବା ପାଇଁ ବେଶି
ହାରି ମୁଁ ଯାଏ ରେ ସବୁ ବାଜି କୁ ମୁଁ

ତୋ ପାଇଁ ଜଳି ପାରେ ମୁଁ
ନିଆଁ ରେ ଖେଳି ପାରେ ମୁଁ
ତୋ ପାଇଁ ଜଳି ପାରେ ମୁଁ
ନିଆଁ ରେ ଖେଳି ପାରେ ମୁଁ

ମୋତେ ପାଗଳ କରିଛୁ ତୁ
ତୋତେ କେମିତି ଭୁଲିବି ମୁଁ
ମୋତେ ପାଗଳ କରିଛୁ ତୁ
ତୋତେ କେମିତି ଭୁଲିବି ମୁଁ

ମୋ ପାଇଁ ସବୁ କିଛି ତୁ
ତୋ ପାଇଁ ବଞ୍ଚିଯିବି ମୁଁ
ମୋ ପାଇଁ ସବୁ କିଛି ତୁ
ତୋ ପାଇଁ ବଞ୍ଚିଯିବି ମୁଁ

ମୋତେ ପାଗଳ କରିଛୁ ତୁ
ତୋତେ କେମିତି ଭୁଲିବି ମୁଁ



Credits
Writer(s): Arun Kumar Mantri
Lyrics powered by www.musixmatch.com

Link