To Prema Kafi

ତୁ ଥିଲେ ସାଥିରେ ବାଟ ଭାରି ସହଜ
ଚାଲ୍ ଆମେ ଏଇଠୁ ହେଇଯିବା ନିଖୋଜ
ହାଏ, ତୁ ଥିଲେ ସାଥିରେ ବାଟ ଭାରି ସହଜ
ଚାଲ୍ ଆମେ ଏଇଠୁ ହେଇଯିବା ନିଖୋଜ

ବେଶୀ ଲୋଡ଼ା ନାହିଁ ମୋଟେ
ଦେ ଖାଲି ତୁ ମତେ ଗୋଟେ जादू की झप्पी

ଖୁସି-ଖୁସି ଜିଇଁବାକୁ ତୋ ପ୍ରେମ ଟିକେ काफ़ी
ହୋ, ଖୁସି-ଖୁସି ଜିଇଁବାକୁ ତୋ ପ୍ରେମ ଟିକେ काफ़ी

ତୁ ଥିଲେ ପାଖରେ ବଢିଯାଏ ସ୍ପନ୍ଦନ
ପବନ ବି ଲାଗେ ରେ ତୋ ମିଠା ଚୁମ୍ବନ

ଦିନ ଭାରି ଧିମା-ଧିମା, ରାତି ଲାଗେ ଝୁମା-ଝୁମା
ତୋ ସାଥେ ଗପି

ଖୁସି-ଖୁସି ଜିଇଁବାକୁ ତୋ ପ୍ରେମ ଟିକେ काफ़ी
ହଁ, ଖୁସି-ଖୁସି ଜିଇଁବାକୁ ତୋ ପ୍ରେମ ଟିକେ काफ़ी

କିଏ ଦେଲା ମୋ ଠିକଣା? ଆସିଲୁ ତୁ ମୋ ଜୀବନରେ ଏତେ ସୁଖ ନେଇ
ଆସିଲୁ ତ ଫେରିବୁନି, ମୋ ପ୍ରେମରୁ ଫେରିବାର ଆଉ ବାଟ ନାହିଁ

ହୁଁ, ମାଟି ଥିଲି, ଛୁଇଁ ଦେଲୁ
ତୋ ଛୁଆଁରେ ଝରିଗଲା ହୀରା-ନୀଳା-ମୋତି
ମୋ ପାଖରେ ଥିଲା ଯାହା
ତୋ ନାଁରେ ଲେଖିଦେଲି ଗୋପନ ସମ୍ପତି

କରି ତତେ ଆପଣାର ଏ ଛାତିରେ ଛବି ତୋର
ଦେଇଛି ଛାପି

ଖୁସି-ଖୁସି ଜିଇଁବାକୁ ତୋ ପ୍ରେମ ଟିକେ काफ़ी
ହଁ, ଖୁସି-ଖୁସି ଜିଇଁବାକୁ ତୋ ପ୍ରେମ ଟିକେ काफ़ी

ଫିକା-ଫିକା ସପନରେ ଭଲପାଇ ବୁଣିଦେଲୁ ଅସରନ୍ତି ରଙ୍ଗ
ଆଜିକାଲି ଦିନ ରାତି ମନ ତଳେ ତୋ ପାଇଁ ଉଛୁଳେ ସରଗ

ହୋ, ଆଖି ଛୁଇଁ କହୁଛି ମୁଁ ତତେ ପାଇ ଆଉ କିଛି ନାହିଁ ପାଇବାର
ବିଧାତାର ହାତଗଢ଼ା ତୁ ମୋର ସବୁଠାରୁ ଦାମୀ ଉପହାର

ତୋ ହାତରେ ହାତଦେଇ, ତୋ ଛାଇରେ ଛାଇ ହେଇ
ଯିବି ମୁଁ ଛପି

ଖୁସି-ଖୁସି ଜିଇଁବାକୁ ତୋ ପ୍ରେମ ଟିକେ काफ़ी
ହଁ, ଖୁସି-ଖୁସି ଜିଇଁବାକୁ ତୋ ପ୍ରେମ ଟିକେ काफ़ी
ଖୁସି-ଖୁସି ଜିଇଁବାକୁ ତୋ ପ୍ରେମ ଟିକେ काफ़ी
ହଁ, ଖୁସି-ଖୁସି ଜିଇଁବାକୁ ତୋ ପ୍ରେମ ଟିକେ काफ़ी
ହଁ, ଖୁସି-ଖୁସି ଜିଇଁବାକୁ ତୋ ପ୍ରେମ ଟିକେ काफ़ी



Credits
Writer(s): Malaya Mishra
Lyrics powered by www.musixmatch.com

Link