Re Baiya Dho

ଆନେଇଛୁ କାହିଁ ରାତି ରେ ତୁ?
ଝୁରୀ ହେଇ କାଲି ସକାଳ କୁ।
କାଲି ଉଠି ବାବା ରାଗି ହେବେ
କି ରାତି ଅଧେ କାହିଁ ଚେଇଁଥିଲୁ?

ଆଜି ମେଘ, ତାରା ଅନେଇ ସୋ
ନିଜ ରାଗ, ରୁଷା, ନିଦ ସଜେଇ ଥୋ

ରେ ବାୟା ଧୋ
ଧୋ ରେ ବାୟା ଧୋ
ଧୋ ରେ ବାୟା ଧୋ
ରେ ବାୟା ଧୋ

ରାଗିଗଲୁ କାହିଁ ରାତି ଠାରୁ?
ମନ କଥା କାହିଁ ଲୁଚେଇଛୁ...?
ରାଗି ହେଇ, କଣ ପାଇବୁ କି?
କଡ଼ କରି କାହିଁ ଋଷିଗଲୁ?

ମୋ ଗୋଡ଼ ଉପରେ ଗୋଡ଼ ପକେଇ ସୋ
ନିଜ ରାଗ ରୁଷା ନିଦ ସଜେଇ ଥୋ

ରେ ବାୟା ଧୋ
ଧୋ ରେ ବାୟା ଧୋ
ଧୋ ରେ ବାୟା ଧୋ
ରେ ବାୟା ଧୋ

ଧୋ ରେ ବାୟା ଧୋ
ଧୋ ରେ ବାୟା ଧୋ
ଯେଉଁ କିଆରୀ ରେ ଗହଳ ମାଣ୍ଡିଆ
ସେଇ କିଆରୀ ରେ ସୋ

ଧୋ ରେ ବାୟା ଧୋ
ଧୋ ରେ ବାୟା ଧୋ
ରାତି ପାହିଗଲେ ବାୟା ଆସିବ
ଆଖି ବୁଜି ଦେଇ ସୋ

ରେ ବାୟା ଧୋ
ରେ ବାୟା ଧୋ
ରେ ବାୟା ଧୋ
ରେ ବାୟା ଧୋ

ରେ ବାୟା ଧୋ
ଧୋ ରେ ବାୟା ଧୋ
ଧୋ ରେ ବାୟା ଧୋ
ରେ ବାୟା ଧୋ



Credits
Writer(s): Major Saheb, Sangeet Patnaik
Lyrics powered by www.musixmatch.com

Link