Dil Hela Kut Kuta

ମୋ ଗେଲୁ ଲୋ, କଉଠି ଥିଲୁ ଲୋ?
ବେଣୀକି ହଲେଇ ବାଇଆ କଲୁ ଲୋ
ମାରିଦେଲା ତୋର ତିରିଛି ନଜର
ଗାଲ ତୋ ପାତଲ ଘଣ୍ଟା

दिल ହେଲା କୁଟୁକୁଟା
दिल ହେଲା କୁଟୁକୁଟା
दिल ହେଲା କୁଟୁକୁଟା
दिल ହେଲା କୁଟୁକୁଟା

ମୋ ଧନ ରେ, ନେଲୁ ତୁ ମନରେ
ପବନେ ଉଡୁଛି ମୋ ରାତି ଦିନ ରେ
ତୋ ପାଇଁ ମୋର ହୃଦୟ ଘରଟା ଘୁଟୁରୁ ଘୁଟୁରୁ ଘୁଟା

दिल ହେଲା କୁଟୁକୁଟା
दिल ହେଲା କୁଟୁକୁଟା
दिल ହେଲା କୁଟୁକୁଟା
दिल ହେଲା କୁଟୁକୁଟା

ଭାବିଚିନ୍ତି ତତେ ନେଲିରେ ବାଛି
ତୁ ହେବୁ ମୋ କାଞ୍ଚା, ମୁଁ ହେବି କାଞ୍ଚି
ତୋ ବିନା ଆଉ ମୁଁ ପାରୁନି ବଞ୍ଚି
ଛାତିରେ ଚଲାନା ଧାର କଇଁଚି

ହୋ, ଭାବିଚିନ୍ତି ତତେ ଦେଲିରେ ବାଛି
ତୁ ହେବୁ ମୋ କଞ୍ଚା, ମୁଁ ହେବି କାଞ୍ଚି
ଆଲୋ, ତୋ ବିନା ଆଉ ମୁଁ ପାରୁନି ବଞ୍ଚି
ଛାତିରେ ଚଲାନା ଧାର କଇଁଚି

ହାଏ, ମୋ जानू ରେ, ମୋ ପୁଚୁରେ
ଶୋଇଲେ ଚେଇଁଲେ, ଆଖିରେ ନାଚୁ ରେ
ତୋ କଥା ଭାବି ଆରେ ଦରମଳି ରାତିସାରା ହଟହଟା

दिल ହେଲା କୁଟୁକୁଟା
दिल ହେଲା କୁଟୁକୁଟା
दिल ହେଲା କୁଟୁକୁଟା
दिल ହେଲା କୁଟୁକୁଟା

ଆଲୋ ମୋ ସୁନ୍ଦରୀ ଛଇଳି ବାମା
ମତେ ତୁ ଛାଡିକି ଯିବୁନି ଜମା
ହେବାକୁ ଧନ ମୁଁ ତୋ ପ୍ରିୟତମା
ଭୋକ ଶୋଷ ଆଉ ହଉନି ଜମା

ହଁ, ଆଲୋ ମୋ ସୁନ୍ଦରୀ ଛଇଳି ବାମା
ମତେ ତୁ ଛାଡିକି ଯିବୁନି ଜମା
ହଁ, ହେବାକୁ ଧନ ମୁଁ ତୋ ପ୍ରିୟତମା
ଭୋକ ଶୋଷ ଆଉ ହଉନି ଜମା

ମୋ ରାଣୀ ଲୋ, ବଉଳ ବେଣୀ ଲୋ
କେବେ ତୁ ହବୁ ମୋ ସୁନା ଘରଣୀ ଲୋ?
କାନ ପାଖେ ତୋର ଥିରି କହିବି
ଉଠା ଲୋ ଓଢଣୀ ଉଠା

दिल ହେଲା କୁଟୁକୁଟା
दिल ହେଲା କୁଟୁକୁଟା
दिल ହେଲା କୁଟୁକୁଟା
दिल ହେଲା କୁଟୁକୁଟା
दिल ହେଲା କୁଟୁକୁଟା
दिल ହେଲା କୁଟୁକୁଟା
ହାଏ, दिल ହେଲା କୁଟୁକୁଟା
ହଁ, दिल ହେଲା କୁଟୁକୁଟା



Credits
Writer(s): Malaya Mishra
Lyrics powered by www.musixmatch.com

Link