Tu Irshare Jaluchu Boli

ତୁ ଇର୍ଷାରେ ଜଳୁଛୁ ବୋଲି
ହୁଁ, ତୁ ଇର୍ଷାରେ ଜଳୁଛୁ ବୋଲି
ମୁଁ ବର୍ଷାରେ ଭିଜିବା ଛାଡ଼ିଦେଲି
ମୁଁ ବର୍ଷାରେ ଭିଜିବା ଛାଡ଼ିଦେଲି

ତୁ ତୁଚ୍ଛାରେ ରୁଷୁଛୁ ବୋଲି
ତୁ ତୁଚ୍ଛାରେ ରୁଷୁଛୁ ବୋଲି
ମୋ ଇଚ୍ଛାରେ ଜିଁବା ଛାଡ଼ିଦେଲି
ମୋ ଇଚ୍ଛାରେ ଜିଁବା ଛାଡ଼ିଦେଲି

ତୁ ଇର୍ଷାରେ ଜଳୁଛୁ ବୋଲି
ତୁ ଇର୍ଷାରେ ଜଳୁଛୁ ବୋଲି
ମୁଁ ବର୍ଷାରେ ଭିଜିବା ଛାଡ଼ିଦେଲି
ମୁଁ ବର୍ଷାରେ ଭିଜିବା ଛାଡିଦେଲି

ତତେ ଯେଉଁ ଜିନିଷ ନୁହଁ କେବେ ପସନ୍ଦ
ମୋର ବି ପସନ୍ଦ ନୁହଁ
ତୁ ଏତେ ସୁନ୍ଦର ଆଉ କାହା ପ୍ରଶଂସା
କେମିତି ମୁଁ କରିବି କହ

ତୁ ରାଗରେ ବସୁଛୁ ବୋଲି
ତୁ ରାଗରେ ବସୁଛୁ ବୋଲି
ମୁଁ ରଙ୍ଗରେ ଖେଳିବା ଛାଡିଦେଲି
ମୁଁ ରଙ୍ଗରେ ଖେଳିବା ଛାଡିଦେଲି

ତୁ ଇର୍ଷାରେ ଜଳୁଛୁ ବୋଲି
ତୁ ଇର୍ଷାରେ ଜଳୁଛୁ ବୋଲି
ମୁଁ ବର୍ଷାରେ ଭିଜିବା ଛାଡ଼ିଦେଲି
ମୁଁ ବର୍ଷାରେ ଭିଜିବା ଛାଡିଦେଲି

ବେଳେ-ବେଳେ ବାଟରେ କାହାସାଥେ ଗପିଲେ
ଭଲଲାଗେ ସନ୍ଦେହ ତୋର
ସନ୍ଦେହରୁ ବୁଝେ ରେ ମୋ ପାଇଁ ପ୍ରିୟ ରେ
କେତେ ପ୍ରେମ ମନରେ ତୋର

ତୁ ମନକୁ ମାରୁଛୁ ବୋଲି
ତୁ ମନକୁ ମାରୁଛୁ ବୋଲି
ମୁଁ ଜହ୍ନକୁ ଚାହିଁବା ଛାଡିଦେଲି
ମୁଁ ଜହ୍ନକୁ ଚାହିଁବା ଛାଡିଦେଲି

ତୁ ଇର୍ଷାରେ ଜଳୁଛୁ ବୋଲି
ତୁ ଇର୍ଷାରେ ଜଳୁଛୁ ବୋଲି
ମୁଁ ବର୍ଷାରେ ଭିଜିବା ଛାଡ଼ିଦେଲି
ମୁଁ ବର୍ଷାରେ ଭିଜିବା ଛାଡ଼ିଦେଲି



Credits
Writer(s): Baidyanath Dash
Lyrics powered by www.musixmatch.com

Link