Dhana Baby
ଧନ baby, ଧନ baby
ଧନ baby, ଧନ baby
ମନ କହୁଛି ତୋ bf ହେବି
ସପ୍ତାହକୁ ଥରେ market ନେଇ
Make-up powder କିଣେଇ ଦେବି
ଆଲୋ, ସପ୍ତାହକୁ ଥରେ market ନେଇ
Make-up powder କିଣେଇ ଦେବି
ଧନ ବାବୁ, ଧନ ବାବୁ
ଧନ ବାବୁ, ଧନ ବାବୁ
ଯଦି ଚାହୁଁଛୁ ମୋ bf ହବୁ
Market ରେ ଯିଏ ପଚାରି ଦବ
ତୋ girl friend ବୋଲି ଜଣେଇ ଦବୁ
Market ରେ ଯିଏ ପଚାରି ଦବ
ତୋ girl friend ବୋଲି ଜଣେଇ ଦବୁ
ଏଇ ସହର ଚାରି କଣେ
ନାହିଁ ତୋ ପରି କେହି ଜଣେ
ତତେ ଦେଖି ଲୋ ଚାନ୍ଦ ମୁହିଁ
ମନଟା ମୋର ସେଣେମେଣେ
ଚୁମ୍ବକ ପରି ଚେହେରା ତୋ
ଯୁଆଡେ ଗଲେ ଏ ମତେ ଟାଣେ
ସେ ଲାଗି जानू ତୋ ପାଇଁ
ଲାଲ ଚୁନୁରି ମୁଁ ଦେଲି କିଣି
ଗେଲୁ baby, ଗେଲୁ baby
ଗେଲୁ baby, ଗେଲୁ baby
ବାବୁ ସୋନା ତୋର ହେବି ଲୋ ହେବି (ହେବି ଲୋ ହେବି)
ସପ୍ତାହକୁ ଥରେ parlour ନେଇ
Facial ତୋର କରେଇ ଦେବି
ହଁ, ସପ୍ତାହକୁ ଥରେ parlour ନେଇ
Facial ତୋର କରେଇ ଦେବି
ଯେବେଠୁ ତତେ ଦେଲି ଚାହିଁ
ଘରେ ମୋ ମନ ରହୁ ନାହିଁ
ଶିବ ମନ୍ଦିରେ ସବୁ ଦିନେ
ଜାଗର ଜାଳେ ତୋ ପାଇ
ଆଲୋ, ମୋ darling ସୁନା ଝରି
ତୋର ମୋର ଲୋ ଶୁଆ-ଶାରୀ
Youtube ରେ viral ଏବେ ଆମର ଏଇ love story
Hero ବାବୁ, hero ବାବୁ
Hero ବାବୁ, hero ବାବୁ
କେବେ ମତେ ତୋ ପାଖକୁ ନବୁ? (ପାଖକୁ ନବୁ)
Shampoo ଲଗା ମୋର ଖୋଲା ଚୁଟିରେ
ମଲ୍ଲି-ଗଜରା ହଁ ପିନ୍ଧେଇ ଦବୁ
ସପ୍ତାହକୁ ଥରେ market ନେଇ
Make-up powder କିଣେଇ ଦେବି
Market ରେ ଯିଏ ପଚାରି ଦବ
ତୋ girl friend ବୋଲି ଜଣେଇ ଦବୁ
ଆଲୋ, ସପ୍ତାହକୁ ଥରେ parlour ନେଇ
Facial ତୋର କରେଇ ଦେବି
ଧନ baby, ଧନ baby
ମନ କହୁଛି ତୋ bf ହେବି
ସପ୍ତାହକୁ ଥରେ market ନେଇ
Make-up powder କିଣେଇ ଦେବି
ଆଲୋ, ସପ୍ତାହକୁ ଥରେ market ନେଇ
Make-up powder କିଣେଇ ଦେବି
ଧନ ବାବୁ, ଧନ ବାବୁ
ଧନ ବାବୁ, ଧନ ବାବୁ
ଯଦି ଚାହୁଁଛୁ ମୋ bf ହବୁ
Market ରେ ଯିଏ ପଚାରି ଦବ
ତୋ girl friend ବୋଲି ଜଣେଇ ଦବୁ
Market ରେ ଯିଏ ପଚାରି ଦବ
ତୋ girl friend ବୋଲି ଜଣେଇ ଦବୁ
ଏଇ ସହର ଚାରି କଣେ
ନାହିଁ ତୋ ପରି କେହି ଜଣେ
ତତେ ଦେଖି ଲୋ ଚାନ୍ଦ ମୁହିଁ
ମନଟା ମୋର ସେଣେମେଣେ
ଚୁମ୍ବକ ପରି ଚେହେରା ତୋ
ଯୁଆଡେ ଗଲେ ଏ ମତେ ଟାଣେ
ସେ ଲାଗି जानू ତୋ ପାଇଁ
ଲାଲ ଚୁନୁରି ମୁଁ ଦେଲି କିଣି
ଗେଲୁ baby, ଗେଲୁ baby
ଗେଲୁ baby, ଗେଲୁ baby
ବାବୁ ସୋନା ତୋର ହେବି ଲୋ ହେବି (ହେବି ଲୋ ହେବି)
ସପ୍ତାହକୁ ଥରେ parlour ନେଇ
Facial ତୋର କରେଇ ଦେବି
ହଁ, ସପ୍ତାହକୁ ଥରେ parlour ନେଇ
Facial ତୋର କରେଇ ଦେବି
ଯେବେଠୁ ତତେ ଦେଲି ଚାହିଁ
ଘରେ ମୋ ମନ ରହୁ ନାହିଁ
ଶିବ ମନ୍ଦିରେ ସବୁ ଦିନେ
ଜାଗର ଜାଳେ ତୋ ପାଇ
ଆଲୋ, ମୋ darling ସୁନା ଝରି
ତୋର ମୋର ଲୋ ଶୁଆ-ଶାରୀ
Youtube ରେ viral ଏବେ ଆମର ଏଇ love story
Hero ବାବୁ, hero ବାବୁ
Hero ବାବୁ, hero ବାବୁ
କେବେ ମତେ ତୋ ପାଖକୁ ନବୁ? (ପାଖକୁ ନବୁ)
Shampoo ଲଗା ମୋର ଖୋଲା ଚୁଟିରେ
ମଲ୍ଲି-ଗଜରା ହଁ ପିନ୍ଧେଇ ଦବୁ
ସପ୍ତାହକୁ ଥରେ market ନେଇ
Make-up powder କିଣେଇ ଦେବି
Market ରେ ଯିଏ ପଚାରି ଦବ
ତୋ girl friend ବୋଲି ଜଣେଇ ଦବୁ
ଆଲୋ, ସପ୍ତାହକୁ ଥରେ parlour ନେଇ
Facial ତୋର କରେଇ ଦେବି
Credits
Writer(s): Malaya Mishra
Lyrics powered by www.musixmatch.com
Link
Altri album
- Nani Bhasani Re Bhari Bhida Tike Haule Jibu
- Bhasani Dance
- Premikara Bariade (From "Khoka Bhai Tama Pain") - Single
- To Sana Bhouni Cuty Liza
- Rakhichu Amaku Gadhichu Amaku - Single
- Ganapati Deva Namah
- Bol Bom Har Har Bom
- Madichala Madichala Kaudi Bhai
- Agaku Chaliba Manaa (From "Bhagia Bharija") - Single
- He Swargadwara Tumaku Namaskara
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.