Aame Khelali Pila

କିଏ ସେ କହେ मजनू ମତେ, ହଜାରେ ମୋର लैला
ଯଉଠି ଦେଖ ନୀଇତି ମୋର ଚାଲିଛି ରେ ଠିଆ ପାଲା

ହଁ, ସବୁ ଜାଗାରେ follower ମୋର, ଜାଣିଚି ସବୁ ଜିଲ୍ଲା
ମୋରି ସାଙ୍ଗରେ ଫିକା ଲାଗନ୍ତି, ମାଧୁରୀ, ମୁନି, ସିଲା

ଆରେ ଆମେ ଏମିତି ଟୋକା
ଜମା ଦବୁନୁ କେବେ ଧୋକା
ମଣି ଦିନଠୁ ରାତି full ଝାମେଲା

ଆମେ ଖେଳାଳି ପିଲା, ଖେଳ କରିବୁ ଲୁଚି ଲୁଚିକା
ହୋ, ତମ ରାଣ ଖାଉଛୁ, ବନିବ ତମେ ଆମ ପ୍ରେମିକା
ତମେ ବାତେରା ପିଲା, ଦବୁନି ଆମେ ଜମା ମଉକା
ତମେ ଜାଣିନ ବୋଧେ, ସଂସ୍କାରି ଆମେ କଥାରେ ପକ୍କା

ଆଖି ତମର Eagle ପରି, ଦଉଛ ଜଖମା
ଦେଖିଲା ଦିନୁ दिल ରେ जानू କରୁଛ ଗୋ ହାଙ୍ଗାମା

ଆହା, ଜନ ଗଣନା ଖାତାରେ ତମ ନାଁଟା ଯାଇଛି କଟି
ଜାଣିନ ବୋଧେ କେବେ ବରଫ କେବେ ମୁଁ tandoori ଭାଟି

ଆଖି ଯିବ ତମର ଲାଖି
ଟିକେ ବସୁନ ପାଖା-ପାଖି
ଆମ style ଦେଖି ହବ ପାଗେଲା

ତମେ ବାତେରା ପିଲା, ଦବୁନି ଆମେ ଜମା ମଉକା
ତମେ ଜାଣିନ ବୋଧେ, ସଂସ୍କାରି ଆମେ କଥାରେ ପକ୍କା
ଆମେ ଖେଳାଳି ପିଲା, ଖେଳ କରିବୁ ଲୁଚି ଲୁଚିକା
ତମ ରାଣ ଖାଉଛୁ, ବନିବ ତମେ ଆମ ପ୍ରେମିକା (ଆ, ଆମ ପ୍ରେମିକା)

ଯାଚିକି ତମେ ଦଉଚ ଖାଲି phone number
ଭାବିଚ ତମେ ଚୁଟୁକି ମାରି ବନେଇବ lover

ହୋ जानू, ସବୁ ଜାଗାରେ ମିଳିବ ଆମ number ଦେଇଛୁ ବାଣ୍ଟି
ମଲ୍ଲି ମାଉସୀ, ସୁକୁଟା ପାଖେ daily ଆମର ଖଟି

ପ୍ରେମ School ହବନି ଖୋଲା
ଆମେ ପକେଇ ଦବୁ ତାଲା
ତମ ପ୍ରେମରେ ଖାଲି full ଘୋଟାଲା

ତମେ ବାତେରା ପିଲା, ଦବୁନି ଆମେ ଜମା ମଉକା
ତମେ ଜାଣିନ ବୋଧେ, ସଂସ୍କାରି ଆମେ କଥାରେ ପକ୍କା
ଆମେ ଖେଳାଳି ପିଲା, ଖେଳ କରିବୁ ଲୁଚି ଲୁଚିକା
ତମ ରାଣ ଖାଉଛୁ, ବନିବ ତମେ ଆମ ପ୍ରେମିକା



Credits
Writer(s): Jn Padma, Sangram Jeet
Lyrics powered by www.musixmatch.com

Link