Tu Kete Bhala

ତୁ କେତେ ଭଲ କହିବାକୁ ମୋର ଭାଷା ନାହିଁ
ତୋ ଠାରୁ କିଛି ପାଇବାକୁ ମୋର ଆଶା ନାହିଁ

ହାରିଲେ ବି ଖୁସି, ଜିତିଲେ ବି ଖୁସି
ଭଲପାଏ ତତେ ଜୀବନଠୁ ବେଶୀ
ହାରିଲେ ବି ଖୁସି, ଜିତିଲେ ବି ଖୁସି
ଭଲପାଏ ତତେ ଜୀବନଠୁ ବେଶୀ
ତୋ ପାଇଁ ମୋ ସବୁ ଜନ୍ମ

ତୋର ମୋର ପ୍ରେମ, ସ୍ୱାର୍ଥହୀନ ପ୍ରେମ
ତୋର ମୋର ପ୍ରେମ, ସର୍ତ୍ତହୀନ ପ୍ରେମ
ତୋର ମୋର ପ୍ରେମ, ସ୍ୱାର୍ଥହୀନ ପ୍ରେମ
ତୋର ମୋର ପ୍ରେମ, ସର୍ତ୍ତହୀନ ପ୍ରେମ

ପ୍ରେମର ଏମିତି ନିରୀହ ଜୀବନ
ବଞ୍ଚି ରହେ ତା ଆଦରେ
ପ୍ରଥମ ଦେଖାରେ, ପ୍ରେମ ହେଇଯାଏ
ଥାଏ ଯଦି ଭାଗ୍ୟରେ

ହଁ, ପ୍ରେମର ଏମିତି ନିରୀହ ଜୀବନ
ବଞ୍ଚି ରହେ ତା ଆଦରେ
ପ୍ରଥମ ଦେଖାରେ ପ୍ରେମ ହେଇଯାଏ
ଥାଏ ଯଦି ଭାଗ୍ୟରେ

ହସ ଥିଲେ ଥାଉ, ଲୁହ ଥିଲେ ଥାଉ
ଯୁଗ-ଯୁଗ ପାଇଁ ପ୍ରେମ ବଞ୍ଚି ଥାଉ
ହସ ଥିଲେ ଥାଉ, ଲୁହ ଥିଲେ ଥାଉ
ଯୁଗ-ଯୁଗ ପାଇଁ ପ୍ରେମ ବଞ୍ଚି ଥାଉ
ଆଖିରେ ଏତିକି ସ୍ବପ୍ନ

ତୋର ମୋର ପ୍ରେମ, ସ୍ୱାର୍ଥହୀନ ପ୍ରେମ
ତୋର ମୋର ପ୍ରେମ, ସର୍ତ୍ତହୀନ ପ୍ରେମ
ତୋର ମୋର ପ୍ରେମ, ସ୍ୱାର୍ଥହୀନ ପ୍ରେମ
ତୋର ମୋର ପ୍ରେମ, ସର୍ତ୍ତହୀନ ପ୍ରେମ

ଟିକେ ବିଶ୍ୱାସରେ, ଟିକେ ଭରଷାରେ
ପ୍ରେମ ହୁଏ ଅମର
ଯେତେ ଦିନ ଯାଏ, ଚନ୍ଦ୍ର ସୂର୍ଯ୍ୟ ଥିବେ
ପ୍ରେମ ଥାଉ ଆମର

ହୁଁ, ଟିକେ ବିଶ୍ୱାସରେ, ଟିକେ ଭରଷାରେ
ପ୍ରେମ ହୁଏ ଅମର
ଯେତେ ଦିନ ଯାଏ, ଚନ୍ଦ୍ର ସୂର୍ଯ୍ୟ ଥିବେ
ପ୍ରେମ ଥାଉ ଆମର

ତୋ ପାଖେ ଆଜି ମୁଁ ଯାଇଚି ରେ ସରି
ପଛକୁ ଆଉ ମୁଁ ପାରିବିନି ଫେରି
ତୋ ପାଖେ ଆଜି ମୁଁ ଯାଇଚି ରେ ସରି
ପଛକୁ ଆଉ ମୁଁ ପାରିବିନି ଫେରି
କରୁ ଯିଏ ବଦନାମ

ତୋର ମୋର ପ୍ରେମ, ସ୍ୱାର୍ଥହୀନ ପ୍ରେମ
ତୋର ମୋର ପ୍ରେମ, ସର୍ତ୍ତହୀନ ପ୍ରେମ
ତୋର ମୋର ପ୍ରେମ, ସ୍ୱାର୍ଥହୀନ ପ୍ରେମ
ତୋର ମୋର ପ୍ରେମ, ସର୍ତ୍ତହୀନ ପ୍ରେମ



Credits
Writer(s): Baidyanath Dash
Lyrics powered by www.musixmatch.com

Link