Happy Happy Nua Barasa

Happy-Happy ନୂଆ ବରଷ ଏଇ
ନୂଆ ସୁରେ ଗୀତ ଯିବାରେ ଗାଇ

Happy-Happy ନୂଆ ବରଷ ଏଇ
ନୂଆ ସୁରେ ଗୀତ ଯିବାରେ ଗାଇ

ନୂଆ ବରଷ ଆସି ଡାକୁଛି ହସି-ହସି
ନୂଆ ବରଷ ଆସି ଡାକୁଛି ହସି-ହସି
ଝୁମି, ଝୁମି, ଝୁମି-ଝୁମି-ଝୁମି ମନ ନାଚିଗଲା

ଲାଗେ ଦିନ ସୁରିଲା, ରାତି ରଙ୍ଗିଲା
ନୂଆ ବରଷଟା ଆଜି ଜମିଲା
ଲାଗେ ଦିନ ସୁରିଲା, ରାତି ରଙ୍ଗିଲା
ନୂଆ ବରଷଟା ଆଜି ଜମିଲା

ସଭିଙ୍କୁ ଜଣେଇ ଅଭିନନ୍ଦନ
ମନ ସାଥେ ଆଜି ଯୋଡିବା ମନ
ନୂଆ ରାଣ ଦେଇ କହୁଛି ଫୁଲ
ଘୃଣା ସବୁ ଭୁଲି ପାଇବା ଭଲ

ଆସିଛି ନୂଆ ଦିନ, ଦେଖିବା ନୂଆ ସ୍ୱପ୍ନ
ଆସିଛି ନୂଆ ଦିନ, ଦେଖିବା ନୂଆ ସ୍ୱପ୍ନ
ଝୁମି, ଝୁମି, ଝୁମି-ଝୁମି-ଝୁମି ମନ ନାଚିଗଲା

ଲାଗେ ଦିନ ସୁରିଲା, ରାତି ରଙ୍ଗିଲା
ନୂଆ ବରଷଟା ଆଜି ଜମିଲା
ଲାଗେ ଦିନ ସୁରିଲା, ରାତି ରଙ୍ଗିଲା
ନୂଆ ବରଷଟା ଆଜି ଜମିଲା

ନୂଆ ସକାଳର ନୂଆ ସୁରୁଜ
ବୁଣି ଦେଇଛି ରେ ରଙ୍ଗ ମୁରୁଜ
ସୁନା ଦିନ ଏଇ ସୁନା ତାରିଖ
ହସି ହସେଇବା ଭୁଲିବା ଦୁଃଖ

ଦୁଃଖ ତ ଯିବ କମି, ଖୁସିରେ ଯିବା ଝୁମି
ଦୁଃଖ ତ ଯିବ କମି, ଖୁସିରେ ଯିବା ଝୁମି
ଝୁମି, ଝୁମି, ଝୁମି-ଝୁମି-ଝୁମି ମନ ନାଚିଗଲା

ଲାଗେ ଦିନ ସୁରିଲା, ରାତି ରଙ୍ଗିଲା
ନୂଆ ବରଷଟା ଆଜି ଜମିଲା
ଲାଗେ ଦିନ ସୁରିଲା, ରାତି ରଙ୍ଗିଲା
ନୂଆ ବରଷଟା ଆଜି ଜମିଲା



Credits
Writer(s): Arun Mantri, Asad Nizam, Baidyanath Dash
Lyrics powered by www.musixmatch.com

Link