Akha Diaan (From "Pabar")

ଚନ୍ଦ୍ରମାର ବତି ପଛେ ଧିମା ହେଇ ଥାଏ ରେ
ତୋ ହୃଦୟ ଗତିବିଧି ମୋତେ ଦେଖା ଯାଏ ରେ
ଛନ ଛନୀୟା ମଣିଷ ତୁ
ପରାଣ ମୋ ନେଲୁ ରେ
ଡ଼ାକବାଜି ଆଖି ମୋର
ଧାଇଁ ବାକୁ କହେ ରେ

ତୋ ପଛେ ପଛେ ଯାଇ ସବୁ ସୀମା ଡେଇଁ
ଖେଳେ କିଆଁ ରେ?

ଅଖା ଡିଆଁ ଅଖା ଡିଆଁ ପ୍ରେମ ରେ



Credits
Writer(s): Gaurav Anand, J.p. Wordsmith
Lyrics powered by www.musixmatch.com

Link