Tumabina

(ତୁମ ବିନା ଜଗନ୍ନାଥ... କିଛି ଆଉ ନାହିଁ... ବୋଲି, ବିକଳ୍ପ ବ୍ୟବସ୍ଥା...
ଏତେ ଏତେ ଦୁଃଖ ପରେ ବାଧ୍ୟ ହୋଇ ତୁମ... ଠାରେ(ରଖିଛି ମୁଁ ଆସ୍ଥା)) - (2)(2)(4)
ତୁମ ବିନା ଜଗନ୍ନାଥ.ଅ.ଓ.//0//
(ପୁଣ୍ଯ ବଳେ ତୁମକୁ ମୁଁ, ନପାଇଲେ ଜଗନ୍ନାଥ
ଚେଷ୍ଟା କରି ମହାପାପୀ ହେବି
ହିରଣ୍ୟକଶିପୁ ପରି, ତୁମ ହାତେ ଗଲେ ମରି
ସହଜରେ ମୁଖ୍ଯ ହୋଇଯିବି) - (2)
ଏଇ ମୋର ଶେଷ କଥା (ଏଇ ଶେଷ ରାସ୍ତା) -(2)(2)
ତୁମ ବିନା ଜଗନ୍ନାଥ... ଅ... ଓ... //1//
(ପାପ ପୁଣ୍ୟ ଦୂରେ ଥାଉ, ତୁମ ଠାରେ ମହାବାହୁ
ଅଛି ମୋର ପୁଣ୍ଯ ଅଧିକାର
ସେଥିରୁ ବଞିତ ହେଲେ, ଛାଡିତ ନ ଦେବି ଭଲେ
ବେଳ ଥାଉ କର ପ୍ରତିକାର)-(2)
ହାତ ଯୋଡି କହୁଚି ମୁଁ (ଦେଖ ମୋ ଅବସ୍ଥା) -(2)(2)
ତୁମ ବିନା ଜଗନ୍ନାଥ କିଛି ଆଉ ନାହିଁ ବୋଲି ବିକଳ୍ପ ବ୍ୟବସ୍ଥା
ଏତେ ଏତେ ଦୁଃଖ ପରେ ବାଧ୍ୟ ହୋଇ ତୁମ ଠାରେ(ରଖିଛି ମୁଁ ଆସ୍ଥା)-(2)(2)last-(6)



Credits
Writer(s): Alekha Chandra Biswal, Radha Kanta Nanda
Lyrics powered by www.musixmatch.com

Link